ରାଜ୍ୟସଭା ନିର୍ବାଚନ: ମତଦାନର ଭିଡିଓଗ୍ରାଫି ହେବ

0 80

ନୂଆଦିଲ୍ଲୀ: ଆଗକୁ ୪ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର କହିଛନ୍ତି ଯେ ମତଦାନ ପ୍ରକ୍ରିୟାର ତଦାରଖ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ରାଜ୍ୟସଭା ନିର୍ବାଚନରେ ମତଦାନର ଭିଡିଓଗ୍ରାଫି କରାଯିବ । ନିକଟରେ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା, ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡର ସମସ୍ତ ୪୧ ଜଣ ପ୍ରାର୍ଥୀଙ୍କୁ ଗତ ଶୁକ୍ରବାର ଦିନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବଚିତ ଘୋଷିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

14 − thirteen =