କେଜିଏଫ-୨ ଆଗରେ ମୁଣ୍ଡ ନୁଆଁଇଲା ସାରା ବଲିଉଡ, ୮ ଦିନରେ କଲାଣି ଏତିକି ରୋଜଗାର

ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି କେଜିଏଫ-୨ । ଏହି ଫିଲ୍ମ ବହୁ ବଡ ବଡ ରେକର୍ଡ ସୃଷ୍ଟି କଲାଣି । କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ-୨ ରିଲିଜ ହେବାର ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ ହୋଇଗଲାଣି । ମାତ୍ର ୭ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୫୫ କୋଟି ମାର୍କ
Read More...

ଖରାଛୁଟିକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ।
Read More...

ହିଞ୍ଜିଳି ପୌରପରିଷଦ ୱାର୍ଡ ନଂ ୯ ଓ ୧୯ ରେ ଡ୍ରେନ ଏବଂ ରୋଡ କାମରେ ଦୁର୍ନୀତି ଅଭିଯୋଗ

ଗଞ୍ଜାମ,୨୨/୪: ହିଞ୍ଜିଳି ପୌର ପରିଷଦ ନିର୍ବାଚନ ମଣ୍ଡଳୀରେ ବହୁ ଦୁର୍ନୀତି ହୋଇଥିବା କିଛି ୱାର୍ଡବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ ହେଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ୱାର୍ଡବାସୀ ଇଓଙ୍କୁ ଅଭିଯୋଗ କଲେ ମଧ୍ୟ ସେ ନିରବ ରହୁଥିବା ପ୍ରକାଶ
Read More...

ମ୍ୟାଚକୁ ନେଇ ଆମେ ବହୁତ ଟେନସନରେ ଥିଲୁ, କିନ୍ତୁ….

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ମୁମ୍ବାଇର ଡକ୍ଟର ଡି ପାଟିଲ ସ୍ପୋର୍ଟସ ଏକାଡେମୀ ଷ୍ଟାଡିୟମରେ ଖେଳାଯାଇଥିଲା । ମହେନ୍ଦ୍ର ସିଂ
Read More...

କାରରେ ଲାଗିଲା ନିଆଁ, ଜଳିଗଲେ ଗୋଟିଏ ପରିବାରର ୫ଜଣ

ରାୟପୁର: ସଡକ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲା ଗୋଟିଏ ପରିବାରର ୫ ନିରିହ ଜୀବନ । ଏଭଳି ଘଟଣା ଘଟିଛି ଛତିଶଗଡର ରଜନନ୍ଦଗାଓଁ ଜିଲ୍ଲାରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ
Read More...

ଦୁର୍ବ୍ୟବହାର କରି ସାମ୍ବାଦିକଙ୍କଠୁ ମୋବାଇଲ ଛଡ଼ାଇନେଲେ ଡାକ୍ତର

ଦଶପଲ୍ଲା : ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ିଚାଲିଛି ଦୁର୍ବ୍ୟବହାର । କେଉଁଠି ସାମ୍ବାଦିକଙ୍କୁ ମାଡ଼ ମରାଗଲାଣି ତ ପୁଣି କେଉଁଠି ଧମକ । ଏପରିକି କିଛିଦିନ ତଳେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ଦଶପଲ୍ଲା ଗୋଷ୍ଠୀ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ବିରଳ ପେଣ୍ଟିଂ ଦେଲେ ବିସ୍ମୟ ବାଳିକା ଆନଭି

ଭୁବନେଶ୍ୱର,୨୧/୪ : ଆମ ଦେଶରେ ଏଭଳି ଅନେକ ଶିଶୁ ଅଛନ୍ତି,ଯେଉଁମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ବୟସ ଅଳ୍ପ ହେଲେ ବି ସେମାନେ ଅବିଶ୍ୱସନୀୟ ଓ ବିସ୍ମୟକର ପ୍ରତିଭା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ପରିବାର ଓ ଦେଶକୁ ଧନ୍ୟ କରିପାରିଛନ୍ତି । ଏଭଳି ଜଣେ ଶିଶୁ ହେଲେ
Read More...

ଭୂତ ଭୟରେ ସାରା ଗାଁ ଲକଡାଉନ!

ଅମରାବତୀ,୨୧/୪ : ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଏଭଳି ଅଜବ ଘଟଣା ଘଟିଛି,ଯାହା ସମସ୍ତଙ୍କୁ ଚକିତ କରିବା ସାଙ୍ଗକୁ ଭୟଭୀତ ମଧ୍ୟ କରିଛି । ପରିସ୍ଥିତି ଏମିତି ହୋଇଛି ଯେ ସାରା ଗାଁ ଏବେ ଲକଡାଉନ । ଘରୁ କେହି ବାହାରୁ ନାହାନ୍ତି । ସମସ୍ତେ ଗୃହବନ୍ଦୀ । ଏପରିକି ଗାଁରେ ଥିବା ସରକାରୀ ଅଫିସ ମଧ୍ୟ
Read More...

ମଇ ୨୭ରେ ସ୍ଥଗିତ ଥିବା ସ୍ଥାନରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର:ଗତ ପଂଚାୟତ ନିର୍ବାଚନବେଳେ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି
Read More...

ଘରେ ରୋଗୀ ଚିକିତ୍ସା କରି ସସ୍‌ପେଣ୍ଡ ହେଲେ ଡାକ୍ତର ଦମ୍ପତି

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଚିକିତ୍ସା କରିବା ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି । ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର ଗୁପ୍ତା ଏବଂ ଡ.
Read More...