ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ,ପୋଲିସର ତଦନ୍ତ ଆରମ୍ଭ

ରାୟଗଡା: ରାୟଗଡା ଜିଲ୍ଳା ବନଖଣ୍ଡ ଅନ୍ତର୍ଗତ କଲ୍ୟାଣସିଂହପୁର ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ବ୍ରଜମୋହନ ଭୋଇଙ୍କ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି । ରେଞ୍ଜ କାର୍ଯ୍ୟାଳୟର ଉପର ମହଲାରେ ଥିବା ବାସଭବନରୁ ତାଙ୍କ ମୃତଦେହ ଠାବ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ
Read More...

୧୩ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ବିଗତ ତିନିଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୧ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ବଜ୍ରପାତ, ବର୍ଷା ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି। ରାଜ୍ୟର ଅନୁଗୁଳ, ଢ଼େଙ୍କାନାଳ,
Read More...

ଚିରସ୍ରୋତା ନଦୀ ଥାଇବି ବଢୁଛି ତାପମାତ୍ରା,ଚିନ୍ତାରେ ବୁଦ୍ଧିଜୀବୀ: ମହାନଦୀରେ ବ୍ୟାରେଜ ନିର୍ମାଣ ଏକମାତ୍ର ହିଁ ବିକଳ୍ପ

ସୁବର୍ଣ୍ଣପୁର : ସଂପ୍ରତି ବର୍ତ୍ତମାନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବଢ଼ି ଯେଭଳି ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି ତାକୁ ପ୍ରତିହତ ପାଇଁ ନଦୀକୂଳିଆ ଜଙ୍ଗଲ ସୃଷ୍ଟି ସହ ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ଓ ଛୋଟ ଛୋଟ ଆନିକଟ ନିର୍ମାଣ ଦ୍ୱାରା ହିଁ ବର୍ଦ୍ଧିତ ତାପମାତ୍ରାକୁ ହ୍ରାସ
Read More...

ଏଠାରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବାକୁ ପଡିବ ୫୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଥିବା କରୋନା ମାମଲା ମଧ୍ୟରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ମାସ୍କ ନ ପିନ୍ଧିଲେ ଆପଣଙ୍କୁ ପୁଣି ଥରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି
Read More...

ଆଗକୁ ଆହୁରି ବଢ଼ିବ ଆଳୁ ଦର

ଭୁବନେଶ୍ୱର: ବଢ଼ିଲା ଆଳୁ ଦର । ଯାହା ଆଗକୁ ଆହୁରି ବଢ଼ିବ । ଏବେ ଖୁଚରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଓଡ଼ିଶାକୁ ଆଳୁ ମୁଖ୍ୟତଃ
Read More...

ମାଟି ତଳୁ  ବାହାରିଲା ବିଡା ବିଡା ଟଙ୍କା

ଦେବଗଡ: ଦେବଗଡରେ ମାଟି ତଳୁ ବାହାରିଲା ବିଡା ବିଡା ଟଙ୍କା । ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ , ଏକାବେଳେ ମାଟିତଳୁ ସମ୍ବଲପୁର ପୋଲିସ୍ ନଗଦ ୩୨ଲକ୍ଷ ଟଙ୍କା ଜବତ କରିଛି । ଏକ ଜରି ବସ୍ତା ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ରହିଛି । ସମ୍ବଲପୁରର ଏକ ହୋଟେଲରୁ ଏହି
Read More...

ଖୁବଶୀଘ୍ର ରାହୁଲ-ଆଥିଆଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡରେ ବିବାହ ଋତୁ ଚାଲିଛି । ନିକଟରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ହୋଇଛି । ଉଭୟଙ୍କ ପଡିଛି ହାତଗଣ୍ଡି । ରଣବୀରଙ୍କ ଘରକୁ ବୋହୂ ହୋଇ ଯାଇଛନ୍ତି ସୁନ୍ଦରୀ ଆଲିଆ । ତେବେ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ସେମାନେ ହେଉଛନ୍ତି ଆଥିଆ ଶେଟ୍ଟୀ
Read More...

୨୩ରୁ ଆଦିବାସୀ ମେଳା, ଚାଲିବ ୧୦ ଦିନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ପାଇଁ ଚାଲିବ ଆଦିବାସୀ ମେଳା । ଏହି ମେଳାରେ ଚଳିତ ବର୍ଷ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀ ବିକ୍ରି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।
Read More...

ବିଶ୍ୱ ପୃଥିବୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ୱ ପୃଥିବୀ ଦିବସ ଆସନ୍ତା ୨୨ ତାରିଖରେ ପାଳନ ହେବ । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ 'ପୁନିତ ସାଗର ଅଭିଯାନ' ଅନୁଷ୍ଠିତ ହେବ । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ଏହି
Read More...

କୋହଲିଙ୍କ କ୍ରମାଗତ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ଆରସିବି

ମୁମ୍ବାଇ: ଆଇପିଏଲରେ ବିରାଟ କୋହଲିଙ୍କ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଚଳିତ ସଂସ୍କରଣରେ ମଧ୍ୟ ତାଙ୍କର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଛି । ଖାତା ଖୋଲିନପାରି ଆଉଟ ହେବା ଦଳକୁ ସବୁଠୁ ବେଶୀ ଚିନ୍ତାରେ
Read More...