ଶ୍ରୀ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ଯୁବ ସମ୍ମିଳନୀ ଆୟୋଜିତ
ଘୁ ଉଦୟଗିରି: ଘୁ ଉଦୟଗିରି ସ୍ଥିତ ସୁବାସ ବୋଷ ନଗରରେ ଆଜି ଶ୍ରୀ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଜିଲ୍ଲା ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସକାଳ ୫ ଘଣ୍ଟିକା ସମୟରେ ଓମ୍ କାର ସୁପ୍ରଭାତ ସଂକୀର୍ତ୍ତନ ସହିତ ପତାକା ଉତ୍ତଳନ ଓ ନଗର ପରିକ୍ରମା କରାଯାଇଥିଲା । ପରେ ଭଜନ ଓ ଜ୍ୟୋତି ଆବାହନ!-->…
Read More...
Read More...