ରାଜ୍ୟର ୪ ଜିଲ୍ଲାରେ ଭୂମିକମ୍ପ ଝଟକା

ଭୁବନେଶ୍ୱର: ରାଜ୍ୟର ୪ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରେକର୍ଡ ହୋଇଛି । ଦିନ ୧୧ଟା ୧୯ରେ ଭୂକମ୍ପ ଝଟକା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ, ନୟାଗଡ, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଝଟକା
Read More...

ନିରାମୟ ଯୋଜନାରେ ରୋଗୀଙ୍କୁ ମିଳୁନି ଔଷଧ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ଚିକିତ୍ସାଳୟ ପରିସରରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବିନା ମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଉଥିବା କହୁଥିବା ବେଳେ ରୋଗୀଙ୍କୁ ବାହାରେ ଅର୍ଥ ଖର୍ଚ୍ଚ କରି ଔଷଧ କିଣିବାକୁ ପଡୁଛି । ରୋଗୀ ଡାକ୍ତରଙ୍କର ପରାମର୍ଶ
Read More...

ବରାହ ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡ଼ା: ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ
Read More...

ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

ଗଜପତି,୧୫/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ମହିଳା ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀମାନଙ୍କ ପାଇଁ ୮ଦିନ ଧରି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି । ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ
Read More...

ଗଜପତି ଜିଲ୍ଲା ଆପ୍‌ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି : ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍‌ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଦଳର ସଦସ୍ୟମାନେ ଏକାଠି ହୋଇ ପାରଳାଖେମୁଣ୍ଡି ସ୍ଥିତ
Read More...

ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ବୌଦ୍ଧ,୧୫/୪: ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଡଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୧ ତମ ଜନ୍ମଜୟନ୍ତି ପାଳିତ ହୋଇଯାଇଛି । କୋର୍ଟଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ସମ୍ମାନିତ
Read More...

ଆମ୍ବେଦକରଙ୍କ ୧୩୧ ତମ ଜନ୍ମଜୟନ୍ତୀ ପାଳନକଲା ଲକ୍ଷେଘର ଗଣ୍ଡା ସାମାଜ

ପାଟଣାଗଡ଼,୧୫/୪- ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ହନୁମାନ ଜୟନ୍ତୀ ଅବସରରେ ପାଟଣାଗଡ଼ ଗଡଭିତର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଧୂମାଭଟା ଛକ ନିକଟରେ ଥିବା ଡ. ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ପାଟଣାଗଡ ରମାଇ ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ ।
Read More...

ଦଣ୍ଡଯାତ୍ରା ଅଘଟଣ, ପ୍ରଶାସନକୁ ଦାୟୀ କଲା କଂଗ୍ରେସ

ଦଶପଲ୍ଲା : ଦିନକୁ ଦିନ ନୟାଗଡ଼ରେ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପାଇଁ ଜିଲ୍ଲାପାଳ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍‌ ଦାଶ । ୫ ଘଣ୍ଟା ଧରି ୫୭ ନଂ ଜାତୀୟ ରାଜପଥ ଉପରେ ହଜାରହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ
Read More...

ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରରେ ଗତକାଲି ସକାଳ ୭ଘଣ୍ଟା ସମୟରେ ନୂଆବସଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଡ. ଭୀମରାଓ
Read More...

ଦଶପଲ୍ଲା ଅଂଚଳରେ ଭୂମିକମ୍ପ

ଦଶପଲ୍ଲା : ଆଜି ପୂର୍ବାହ୍ନ ୧୧ .୨୨ ମିନିଟ ସମୟେ ଦଶପଲ୍ଲା ଅଂଚଳରେ ୩୦ ସେକେଣ୍ଡ ବ୍ୟବଧାନରେ ଦୁଇଥର ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିତୀୟ ଥର ଭୂମିକମ୍ପ ବେଳକୁ ଲୋକମାନେ ଭୟରେ ବାହାରକୁ ଚାଲିଆସିଥିଲେ ।
Read More...