ପୁତୁରା ଟାଙ୍ଗିଆ ଚୋଟରେ ବଡ ବାପା ମୃତ

ଫୁଲବାଣୀ:ପୁତୁରାର ଟାଙ୍ଗିଆ ଚୋଟରେ ବଡ ବାପା ମୃତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡି ପଞ୍ଚାୟତର କାଲିଗାଡୁ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ନିଜ ବଡ ବାପାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛି ପୁତୁରା ମିଲଟନ ଦିଗାଲ । ଆଜି ପାରିବାରିକ କଳହକୁ କେନ୍ଦ୍ର କରି
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମର ବ୍ୟବହାର ଓ ଉପଯୋଗ କର୍ମଶାଳା

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସ ରୁମରେ ସ୍ମାର୍ଟ କ୍ଲାସ ରୁମର ବ୍ୟବହାର ଓ ଉପଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ୱାଳ ସାମ୍ପ୍ରତିକ ପରିସ୍ଥିତିରେ ସ୍ମାର୍ଟ କ୍ଲାସ ରୁମର ଉପଯୋଗିତା ତଥା
Read More...

କାଦପଡା ରାମଲୀଳା ଯାତ୍ରା, ସୀତା ବିବାହ ଓ ରାମ-ପର୍ଶୁରାମ ଭେଟ ମଞ୍ଚସ୍ଥ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସଂସଦ ଦ୍ୱାରା ରାମଲୀଳା ଯାତ୍ରା ଅନୁଷ୍ଠିତ ହେଉଛି । ଯାତ୍ରାର ପ୍ରଥମ ଦିବସରେ ରାମଜନ୍ମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସଂଧ୍ୟାରେ ସୀତା ବିବାହ ଓ
Read More...

ବିଧାୟକଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକ

ବଲାଙ୍ଗୀର: ଲୋଇସିଂହା ଠାରେ ଭାଜପା ପକ୍ଷରୁ ବିଧାୟକଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ୨ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ଶିବଦତ୍ତ ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ରାସ୍ତା ଉପରେ ବସିଥିଲେ । ବଲାଙ୍ଗୀର ସମ୍ବଲପୁର ଏନଏଚ୍‌ରେ ଗମନାଗମନ ଦୁଇଘଣ୍ଟା
Read More...

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପିତାଙ୍କୁ ଉତ୍ସର୍ଗ କଲେ ଦୁବେ, ଧୋନୀଙ୍କ ବିଷୟରେ ଏମିତି କହିଲେ

ମୁମ୍ବାଇ : ଆଇପିଏଲ-୨୦୨୨ ସିଜିନର ପ୍ରଥମ ବିଜୟ ଲାଭ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଗତକାଲି ଆଇପିଏଲର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସିଏସକେ ଏହି ବିଜୟ ହାସଲ କରିଛି । ଏଥି ସହିତ ଦଳ ପଏଣ୍ଟ ଟେବୁଲ ନିଜର ଖାତା ଖୋଲିଛି । ଏହି ମ୍ୟାଚରେ ଚେନ୍ନାଇ ସୁପର
Read More...

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା

ଭୁବନେଶ୍ୱର: ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଅଛି। ସକାଳ ୬ଟା ୩୦ରୁ ମଙ୍ଗଳ ‌ଆଳତି ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି। ପରେ ଅନ୍ୟ
Read More...

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ଆଜି ୭୪ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ୱର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ୱରରେ ୩ ଦିନ ଧରି ଏହି ପ୍ରତିଷ୍ଠା ଦିବସ ପାଳନ ହେବ । ରାଜଧାନୀ ପ୍ରତିଷ୍ଠା ଦିବସ
Read More...

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଭିବାଦନ ମଞ୍ଚରେ ଉପସ୍ଥିତ ରହି ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମର
Read More...

ନବମ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

ଦଶପଲ୍ଲା : ଦିନକୁ ଦିନ କଠୋର ଆଭିମୁଖ୍ୟ ଅବଲମ୍ବନ କରୁଛନ୍ତି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁର କ୍ଷତିଗ୍ରସ୍ତ ଆଦିବାସୀ ଆନ୍ଦୋଳନକାରୀ । ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା
Read More...

ବିପୁଳ ପରିମାଣର ଶାଳ ଓ ଶାଗୁଆନ୍‌ କାଠଗଣ୍ଡି ଜବତ୍‌

ଦଶପଲ୍ଲା : ଗତକାଲି ଅପରାହ୍ନରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ମହାଦେବ ମନ୍ଦିର ନିକଟସ୍ଥ ଏକ ପଡିଆରୁ ଗଣିଆ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଗଣ୍ଡି ଜବତ କରାଯାଇଛି ।ଏହି ଜବତ କାଠ ଗଣ୍ଡି ମଧ୍ୟରେ ୨୭ ଖଣ୍ଡ ଶାଗୁଆନ ଗଣ୍ଡି ଓ ୨୩ ଟି ଶାଳ ଗଣ୍ଡି ଥିବା ଜଣାପଡ଼ିଛି । ଜବତ
Read More...