କାହା ପାଇଁ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ? ଶ୍ରମିକମାନଙ୍କ ଦେଖା ନାହିଁ ଦଳୀୟ କର୍ମୀଙ୍କ ଭିଡ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩, ଆଇସିଡ଼ିଏସ ଯୋଜନା, ମମତା ଯୋଜନାର ୨୦୨୦-୨୧ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସୋନପୁର ପ୍ରିମିୟର ଲିଗ, ମଣ୍ଟୁ ୱାରିୟର୍ସ ବିଜୟୀ

ସୁବର୍ଣ୍ଣପୁର: ସୋନପୁର ସ୍ଥିତ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ପଞ୍ଚମ ମ୍ୟାଚରେ ମଣ୍ଟୁ ୱାରିୟର୍ସ ନାଇସେଟ କିଙ୍ଗସ ବିରୁଦ୍ଧରେ ରୋମାଞ୍ଚକର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମଣ୍ଟୁ ୱାରିୟର୍ସ ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୧୪୨ରନ ସଂଗ୍ରହ କରିଥିଲା । ଦଳ
Read More...

ବାଲିଗୁଡା ଏନଏସି ଉପାଧ୍ୟାକ୍ଷା ହେଲେ ଶାନ୍ତିଲତା ନାୟକ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ୫ନଂ ୱାର୍ଡର କାଉଁସିଲର ଶାନ୍ତିଲତା ନାୟକ ନିଦ୍ୱର୍ନ୍ଦରେ ବିଜୟୀ ହୋଇଛନ୍ତି । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ୧୩ଟି ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡ ଅକ୍ତିଆର କରିଛି । ଗୋଟେ ପ୍ରକାର
Read More...

ପଞ୍ଚମ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

ଦଶପଲ୍ଲା : ଦିନକୁ ଦିନ କଠୋର ହେଉଛନ୍ତି ଆନ୍ଦୋଳନକାରୀ । ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ
Read More...

ସଜେଇ ହେଉଛି ହାଇସ୍କୁଲ, ଗଛ ତଳେ ପଢୁଛନ୍ତି ଛାତ୍ରଛାତ୍ରୀ

ଜହ୍ନ ।ପଙ୍କ,୯/୪: ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ ଓ ବହି ଆଦି ଯୋଗାଇ ଦେଉଛନ୍ତି । ଛାତ୍ର ଛାତ୍ରୀଙ୍କ ବସିବା ପାଇଁ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ବେଞ୍ଚ ଡେସ୍କ ବି ଯୋଗାଇ ଦେଇଛନ୍ତି । ଉତ୍ତମ ଶିକ୍ଷା ପାଇଁ ସ୍କୁଲକୁ ୫
Read More...

ଘୁ.ଉଦୟଗିରି ଯୁବ ବ୍ଲକ ସଭାପତି ଅଭିଷେକ ନାୟକ ନିଯୁକ୍ତ

ଘୁ ଉଦୟଗିରି,୯/୪: ଘୁ ଉଦୟଗିରି ବ୍ଲକ ବିଜେଡି ଯୁବ ସଭାପତି ଭାବେ ଆଜି ଅଭିଷେକ ନାୟକଙ୍କୁ ନିଯୁକ୍ତ କରାଯାଇଛି । କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା, କନ୍ଧମାଳ ସାଂସଦ ମାନ୍ୟବର ଅଚ୍ୟୁତ ସାମନ୍ତ ଓ ଘୁ ଉଦୟଗିରି ମାନ୍ୟବର ବିଧାୟକ ସାଲୁଗା ପ୍ରଧାନଙ୍କ ସହଯୋଗ କ୍ରମେ ଆଜି ଜିଲ୍ଲା ଯୁବ
Read More...

ଓମ୍‌ଫେଡ କ୍ଷୀର ନନେବା ପ୍ରତିବ ।ଦରେ ରାସ୍ତାରେ କ୍ଷୀର ଢାଳିଲେ ଦୁଗ୍ଧ ଚାଷୀ

ବୌଦ୍ଧ/ଜହ୍ନ ।ପଙ୍କ,୯/୪:ରାଜ୍ୟ ସରକାର କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ରିହାତି ଦରରେ ଗାଈ, ଦାନା, ଘାସ ମଞ୍ଜି ଏବଂ ତାଙ୍କ ରହିବା ପାଇଁ ଗୁହାଳ ଯୋଗାଇ ଦେଉଛନ୍ତି । କିନ୍ତୁ ଉତ୍ପାଦିତ କ୍ଷୀରର ବିକ୍ରି ବ୍ୟବସ୍ଥା ନକରିବାରୁ ଦୁଗ୍ଧ ଚାଷୀ ସବୁବେଳେ ଅଭାବୀ ବିକ୍ରୀର ଶିକାର
Read More...

ସାମ୍ୱାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା…ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌ର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ପାଇଁ…

ବୌଦ୍ଧ,୯/୪- ବାଲେଶ୍ୱର ଜିଲ୍ଲା ନୀଳଗିରି ସାମ୍ୱାଦିକ ଲୋକନାଥ ଦଳେଇଙ୍କ ଗୋଡରେ ଅମାନୁଷିକ ଭାବରେ ପୋଲିସ ବେଡି ପକାଇବା ଘଟଣାକୁ ନେଇ ଚାରିଆଡେ ଅସନ୍ତୋଷ ବଢିବାରେ ଲାଗିଛି । ବୌଦ୍ଧକୁ ମଧ୍ୟ ବ୍ୟାପିଛି ବାଲେଶ୍ୱର ତାତି । ଏହି ଘଟଣାକୁ ଜୋରଦାର ପ୍ରତିବାଦ କରିଛି ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌
Read More...

୨୬/୧୧ ମୁମ୍ବାଇ ହମଲା ମାମଲା : ହାଫିଜକୁ ୩୧ ବର୍ଷ ଜେଲ୍‌

ଇସଲାମାବାଦ: ସମଗ୍ର ଦେଶକୁ ଥରାଇ ଦେଇଥିବା ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଶେଷରେ ମିଳିଛିି ସଜ୍ଜା । ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ଆଜି ଏହି ଭୟଙ୍କର ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ୩୧ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି । ଆଜି ଦଣ୍ଡ ଘୋଷଣା ହେବାର
Read More...

ସଫା ସଫା ଜଣାଇଦେଲେ ଇମ୍ରାନ : ଭୋଟିଂର ସାମ୍ନା କରିବି ପଛେ,କିନ୍ତୁ ଇସ୍ତଫା ଦେବି ନାହିଁ

ଇସଲାମାବାଦ,୮/୪ : ପରିସ୍ଥିତି ସାଂଘାତିକ । କ୍ଷମତା ହାତରୁ ଯିବା ପ୍ରାୟ ନିଶ୍ଚିତ । ତଥାପି ଆଗୁଆ ଇସ୍ତଫା ଦେବାକୁ ନାରାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଆଜି ସଫା ସଫା ସେ ଜଣାଇଦେଇଛନ୍ତି,ଆସନ୍ତା କାଲି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ସେ ଏହାକୁ ସାମ୍ନା
Read More...