କମାଲ କଲେ ଭାରତୀୟ ଇଞ୍ଜିନିୟର : ମାତ୍ର ୨୬ ଦିନରେ ନିର୍ମାଣ କଲେ ୧ କି.ମି.ର ସୁଡଙ୍ଗ
ନୂଆଦିଲ୍ଲୀ,୨୦/୪: ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତା କିଛି କମ ନୁହେଁ । ବିଭିନ୍ନ କ୍ଷେତ୍ରରେ ସେମାନେ ସେମାନଙ୍କର ଦକ୍ଷତାର ପ୍ରମାଣ ଦେଇ ପ୍ରଶଂସିତ ହୋଇଛନ୍ତି । ଏବେ ସେମାନଙ୍କର ଆଉ ଏକ କମାଲ ଦେଖିବାକୁ ମିଳିଛି । ସେମାନେ ମାତ୍ର ୨୬ ଦିନରେ ଏକ ସୁଡ଼କ ନିର୍ମାଣ କରିବାରେ ସଫଳ ହୋଇଛନ୍ତି!-->…
Read More...
Read More...