ତାତି ବଢୁଥିବା ବେଳେ ବିଭାଗ ଚିନ୍ତାଶୂନ୍ୟ:ନଳକୂଅ ଅଛି,କିନ୍ତୁ ପାଣି ବାହାରୁନି
କଣ୍ଟାବାଞ୍ଜି : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତଥା ତାତି ଭୟଙ୍କର । ବିଶେଷତଃ,ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ସୋନପୁର,ବଲାଙ୍ଗୀର ଭଳି ଜିଲ୍ଲାରେ ପାରଦ ୪୪ ଡିଗ୍ରି ଅତିକ୍ରମ କଲାଣି । ଆଗକୁ ମଧ୍ୟ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ସୋନପୁର ଭଳି!-->…
Read More...
Read More...