ପାଟଣାଗଡ଼ ଏନ୍ଏସିର ପ୍ରଥମ ବୈଠକ, ସହର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନେଇ ଆଲୋଚନା
ପାଟଣାଗଡ଼,୨୧/୪- ପାଟଣାଗଡ଼ ଏନ୍ଏସି କାର୍ଯ୍ୟାଳୟ ସଭାଗୃହ ଠାରେ ନବ ନିର୍ବାଚିତ କାଉନସିଲର ମାନଙ୍କୁ ନେଇ ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର!-->…
Read More...
Read More...