ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି ହେଲେ କରୋନା ଆକ୍ରାନ୍ତ
ମୁମ୍ବାଇ : ଆଇପିଏଲ ଫ୍ରାଞ୍ଜାଇଜ ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା ଲାଗିଛି । ଆଜି ସଂଧ୍ୟାରେ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ଦଳକୁ ଏହି ଝଟକା ଲାଗିଛି । ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମାନ ଟିମ୍ ସାଇଫର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମିଚେଲ ମାର୍ଶ କରୋନାରେ!-->…
Read More...
Read More...