ମୁଣ୍ଡ ନୁଆାଁଇଲେ ଶ୍ରୀଲଙ୍କା ସରକାର : ପ୍ରତ୍ୟାହାର କଲେ ଜରୁରୀ ପରିସ୍ଥିତି
କଲମ୍ବୋ: ଶ୍ରୀଲଙ୍କା ପରିସ୍ଥିତି ପୂର୍ବପରି ଜଟିଳ ରହିଛି । ଜନସାଧାରଣଙ୍କ ଆକ୍ରୋଶ ଆହୁରି ବଢୁଛି । ଆନ୍ଦୋଳନ ଭୟଙ୍କର ରୂପ ନେଉଛି । ସରକାରଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ବିରୋଧରେ ଆନ୍ଦୋଳନ ଭୟଙ୍କର ହେଉଥିବା ଦେଖି ସରକାର ଆଜି ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିନେଇଛନ୍ତି ।!-->…
Read More...
Read More...