ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ଦଶପଲ୍ଲା : ରାଜ୍ୟ ତଥା ଜିଲ୍ଲାର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଭୋଟର ମାନଙ୍କର ଚିହ୍ନଟ ପ୍ରକ୍ରିୟା ବୁଧବାର ଗଣିଆ ବ୍ଳକ ସଭା ଗୃହରେ ଆରମ୍ଭ ହୋଇଯାଇଛି । ଗଣିଆ ପଞ୍ଚାୟତ ସମିତି ଅଧିନରେ ଥିବା ୮ଟି ପଞ୍ଚାୟତର ପ୍ରାୟ ୪୦ ଜଣ ବୁଥ୍ ସ୍ତରୀୟ ଅଧିକାରୀ ସେମାନଙ୍କର ତଥ୍ୟ ଏବଂ!-->…
Read More...
Read More...