କାଳିଆ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟ ଭେଟି

ଭୁବନେଶ୍ୱର : କାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଖବର ଅନୁଯାୟୀ, ଚଳିତ ବର୍ଷର ପ୍ରଥମ କାଳିଆ
Read More...

ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଣିଲେ ରୁନିତା

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ । ଦାରିଙ୍ଗବାଡି ନୀଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନି ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ
Read More...

କିଆକଟା ପଞ୍ଚାୟତ ଜିଆରଏସଙ୍କ ବିୟୋଗରେ ଶୋକସଭା

କିଆକଟା : କିଆକଟା ଗ୍ରାମ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁନୀଲ କୁମାର ଭୋଇଙ୍କ ଗତ୨୬ ତାରିଖରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜି କିଆକଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗାୟତ୍ରୀ ବେହେରା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର
Read More...

ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଭଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍‌ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ୱ ନିର୍ବାହ
Read More...

ନରଭଣେ ହୋଇପାରନ୍ତି ଦେଶର ନୂଆ ସିଡିଏସ

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସଙ୍କର ମୃତ୍ୟୁକୁ ଆଜିକୁ ଚାରିମାସ ବିତିଗଲାଣି;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ନୂଆ ସିଡିଏସ ନିଯୁକ୍ତି ହୋଇନାହିଁ । ପରବର୍ତ୍ତୀ ସିଡିଏସ କିଏ ହେବେ,ତାହାକୁ ନେଇ ଗତ ଜାନୁଆରୀ ମାସରେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ତାହା ଥମିଯାଇଥିଲା । ଆଜି
Read More...

କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରନ୍ତୁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଣେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ । ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାର ତରିକା ସମ୍ବିଧାନରେ ବୁଝାଇ ଦିଆଯାଇଛି । ତେଣୁ ଯେତେବେଳେ ଜଣେ ଦାୟିତ୍ୱ ନିର୍ବାହ କରୁଛି,ସେ ତାଙ୍କର
Read More...

ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ମୁମ୍ବାଇ: ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଧମାଲ କରୁଛି ଗୁଜୁରାଟ ଟାଇଟନ୍ସ । ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ ଏହା ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୪୩ତମ ମ୍ୟାଚରେ ଗୁଜୁରାଟ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ
Read More...

ଗୋଷ୍ଠୀ କେନ୍ଦ୍ରରେ ହେବ ଜେଏମ୍‌ଏଫ୍‌ସି କୋର୍ଟ, ପରିଦର୍ଶନ କଲେ ଜିଲ୍ଲା ଜଜ୍‌

ପାଟଣାଗଡ଼:ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଜମିରେ ଜେଏମ୍‌ଏଫ୍‌ସି କୋର୍ଟ ନିର୍ମାଣ ପାଇଁ ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାସହ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗୋଷ୍ଠୀ କେନ୍ଦ୍ରଠାରେ ଅସ୍ଥାୟୀ ଭାବେ
Read More...

ଓହରିଲେ ଜାଡେଜା, ପୁଣି ସିଏସକେର ନେତୃତ୍ୱ ନେବେ ଧୋନୀ

ନୂଆଦିଲ୍ଲୀ: ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ଣ୍ଣାମେଣ୍ଟ ମଝିରେ ଅଧିନାୟକ ପଦ ଛାଡିବାକୁ ରବୀନ୍ଦ୍ର ଜାଡେଜା ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏମିତି ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଘୋଷଣା କରିଛି।
Read More...