କଲେଜ୍‌ ଛାତରୁ ପଡ଼ି ଛାତ୍ର ଗୁରୁତର

ପୁରୀ: ମାଙ୍କଡ ଗୋଡାଇବାରୁ ଛାତରୁ ଡେଇଁ ପଡିଲେ ଛାତ୍ର । ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଆହତ ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର । ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ…
Read More...

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦ.ଆଫ୍ରିକା ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବ । ଏହି ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି । ପ୍ରଥମ ଥର ପାଇଁ ଦଳରେ ଟ୍ରଷ୍ଟାନ୍‌ ଷ୍ଟବ୍ସ ସ୍ଥାନ ପାଇଥିବେଳେ ଏନରିଚ…
Read More...

କୁମୁରକାନିରେ ଅଷ୍ଟପ୍ରହର ନାମଯଜ୍ଞ ଓ ପାରାୟଣ

ବାଉଁଶୁଣୀ : ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତ କୁମୁରକାନି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଓ ସୁନ୍ଦରାକାଣ୍ଡ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅନୁଷ୍ଠିତ ନାମଯଜ୍ଞରେ ସନ୍ତୋଷ ମଲ୍ଲିକ ଓ ତାଙ୍କ ପତ୍ନୀ ଲୀଳାବତୀ ମଲ୍ଲିକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ବୁଦ୍ଧଦେବ…
Read More...

ସଡକ ଦୁର୍ଘଟଣାରେ ଗୋଟିଏ ପରିବାରରୁ ୫ ମୃତ

ଚଣ୍ଡୀଗଡ: ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା କ୍ରୁଜର । ଦୁର୍ଘଟଣାରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି । ଆଜି ରେୱାଡି ଜିଲ୍ଲାର ଦିଲ୍ଲୀ-ଜୟପୁର…
Read More...

ବେହେରାମୁଣ୍ଡା ସରପଞ୍ଚଙ୍କ ମନରେଗା କାମ ତଦାରଖ

ପାଟଣାଗଡ:ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର ଧର୍ଷାମୁଣ୍ଡାକୁ ମନରେଗା କାମର ତଦାରଖ କଲେ ସରପଞ୍ଚ କୁସୁମ ଦୀପ । କିଭଳି ଭାବରେ ଶ୍ରମିକମାନେ ବାହାର ରାଜ୍ୟକୁ କାମ କରିବାକୁ ନଯାଇ ନିଜର ପଞ୍ଚାୟତରେ ମନରେଗା ଯୋଜନାର ଲାଭ…
Read More...

ଆଦିବାସୀ ହାଇସ୍କୁଲ ମନାଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ନବମ ତମ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ ଗିଭିଂର ବିଷୟବସ୍ତୁ…
Read More...

ଦଶପଲ୍ଲା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାୟିକାଶୁଣୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଦଶପଲ୍ଲା : ପ୍ରାଚୀନ ଗଡ଼ଜାତ କୁଞ୍ଜବନ ଗଡ଼ର ଅଧିଷ୍ଠାତ୍ରୀ ଗଡ଼ଦେବୀ ମା ନାୟୀକାଶୁଣୀଙ୍କ ପୀଠରେ ପାରମ୍ପରିକ ରୀତିରେ ଦୁଇଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶୋତ୍ରୀୟ ବ୍ରାହ୍ମଣ ମାନକଙ୍କ ଦ୍ୱାରା ଅଂକୁରାରୋପଣ ଓ କଳସଯାତ୍ରା…
Read More...

ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ ! ଆହୁରି ବଢ଼ିବ ଦରଦାମ୍‌

କଲମ୍ବୋ : ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ । ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି । ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି । ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ…
Read More...

ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଲା ରେଳ କାର୍ଯ୍ୟ,ସୋରଡା ଅଞ୍ଚଳରେ ୧୪୪ ଧାରା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ୍‌ ଅନ୍ତର୍ଗତ ସୋରଡ଼ା ଅଞ୍ଚଳରେ ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପ ମାଟି କାମ ବହୁ ଦିନ ଧରି ସ୍ଥଗିତ ଥିବା ବେଳେ ଆଜି ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରିବା ସହ ଆଜିଠାରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ସୂଚନା ଅନୁଯାୟୀ ସୋରଡ଼ା…
Read More...

ଶ୍ରୀକୁଞ୍ଜ ବିହାରୀ ପାଠାଗରର ବାର୍ଷିକ ଉତ୍ସବ ପାଳନ

ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗର ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି । କବି ଶ୍ରୀ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ମହା ସମାରୋହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ସୁଦୂର ବରଗଡ଼ରୁ ଲେଖକ ବାଗ୍ମୀ…
Read More...