ଦଶପଲ୍ଲାରେ ବାର୍‌କୁ ତୀବ୍ର ବିରୋଧ

ଦଶପଲ୍ଲା: ଦଶପଲ୍ଲା ର ବ୍ୟବସାୟୀକ ପେଣ୍ଠସ୍ଥଳ ଦୁର୍ଗାବଜାରରେ ଏକ ମଦ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ଦଶପଲ୍ଲାରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହେବା ସହ,ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି । ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍‌…
Read More...

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗୀର: ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର ଏନ ସିଂଦେଓ ସନ୍ତରଣଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ମୁନିସିପାଲଟି ଅଧକ୍ଷା ଲିକା ସାହୁ ଓ ସିଆରପିଫ…
Read More...

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ : ଓଡ଼ିଶାରେ ଶୀଘ୍ର ଆସିପରେ ମୌସୁମୀ । ଆଣ୍ଡମାନ ନିକୋବରରେ ଆଜି ମୌସୁମୀ ପହଞ୍ଚିଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ସେ କହିଛନ୍ତି ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର…
Read More...

କାଳ ବୈଶାଖୀରେ ଖମାରସାହି ପଞ୍ଚାୟତର ବେହାଲ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖାମାରସାହି ପଞ୍ଚାୟତରେ କାଳବୈଶାଖୀ ବର୍ଷାର ପ୍ରଭାବରେ ପ୍ରାୟ ୮୦ ଟି ଚାଳ ଛପର ଘରକୁ ଉଡ଼ାଇ ଅସ୍ତବ୍ୟସ୍ତ କରିଦେଇଛି । ଖମାରାସାହି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ଏବଂ ନାଏବ ସରପଞ୍ଚ କୁବେର ପାତ୍ର ଓ ଖମାରସାହି ପଞ୍ଚାୟତର ସମାଜ…
Read More...

ଜୁଆ ଆଡ୍ଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ୍‌ ସହ ମୋବାଇଲ ଜବତ, ୬ କୋର୍ଟ ଚାଲାଣ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ମଣ୍ଡି ପଛପଟେ ଥିବା ଟିକେନ୍‌ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ…
Read More...

ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତଦୁଇ ଫଳ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି । ଏହା ୩୧ ତାରିଖ ଯାଏ ଚାଲିବ । ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା…
Read More...

ବପୋଲମେଣ୍ଡିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣୀ: ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ସରପଞ୍ଚ ସୁନିତା କହଁର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ନାଏବ ସରପଞ୍ଚ ମନୋଜ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ…
Read More...

ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଓ ମହାନଦୀ ଉତ୍ସବ-୨୦୨୨ ଅନୁଷ୍ଠିତ

ସୁବର୍ଣ୍ଣପୁର-ସହରର ରାମେଶ୍ୱର ସଙ୍ଗମ ସନ୍ନିକଟସ୍ଥ ତ୍ରିବେଣୀ ସଙ୍ଗମଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାମେଶ୍ୱର ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ…
Read More...

ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଏମିତି କହିଲେ ସୌରଭ ଗାଙ୍ଗୁଲି

ମୁମ୍ବାଇ : ବିରାଟ କୋହଲି ଏବଂ ରୋହିତ ଶର୍ମା ଆଇପିଏଲ ୨୦୨୨ ରେ ବ୍ୟାଟ ସହିତ ସଂଘର୍ଷ କରୁଛନ୍ତି । ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତକୁ ଖେଳିବାକୁ ପଡିବ । ଏଭଳି ପରିସ୍ଥିତି ଏହି ଦୁଇ ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି । ରୋହିତଙ୍କ ଦଳ ମୁମ୍ବାଇ…
Read More...

ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ

ଚନ୍ଦକା: ଚନ୍ଦକା ଅଭୟାରଣ୍ୟରେ ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ ହୋଇଛି । ଗତ କିଛି ଦିନ ତଳେ ପୋଷା ହାତୀ ନନ୍ଦ ଅସୁସ୍ଥ ଥିଲା । ତେଣୁ ତାକୁ ଚିକିତ୍ସା କରାଯାଉଥିଲା । ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡି…
Read More...