୫ ଡକାୟତକୁ କାବୁକଲା ଟିକାବାଲି ପୋଲିସ
ବାଲିଗୁଡ଼ା: ମୋବାଇଲ ଧରେଇଦେଲା ଡକାୟତଙ୍କୁ । ଏହାସହିତ ଚୋରି ସୁନା ଗହଣା ସହିତ ଗୋଟିଏ ମୋବାଇଲକୁ ଜବତ କରିଛି ଟିକାବାଲି ପୋଲିସ । ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ ।!-->…
Read More...
Read More...