ବଡଭାଇକୁ ହତ୍ୟା କଲା ସାଇଭାଇ
ଭବାନୀପାଟଣା: ସଂପର୍କୀୟ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନଭାଇ । ପତ୍ନୀକୁ ଅସଦାଚରଣ କରିବାରୁ ସାନଭାଇ ବଡଭାଇକୁ ହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସଦରଥାନା କର୍ଲାପଡା ଫାଣ୍ଡି ପଣ୍ଡିଗାଁରେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର!-->…
Read More...
Read More...