ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀଙ୍କର ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ହୋଇଛି ବାଧକ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଂଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ ମେହେର (୨୮) ଗତ ୭ ବର୍ଷ ଆଗରୁ ତାଙ୍କର ଗୋଡ଼ ଦରଜ ହେବା ଆରମ୍ଭ ହୋଇଥିଲା । ବାରମ୍ବାର ଉକ୍ତ ଗୋଡର ସେ ଚିକିତ୍ସା କରାଇଥିଲେ ହେଁ ଦିନକୁ ଦିନ!-->…
Read More...
Read More...