ଘୁଞ୍ଚିବନି ନିଟ ପିଜି ପରୀକ୍ଷା

0 35

ନୂଆଦିଲ୍ଲୀ: ନିଟ ପିଜି ପରୀକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଟ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି ।  ସୁପ୍ରିମକୋର୍ଟ ଏଭଳି ଆବେଦନକୁ ଖାରଜ କରିଦେଇଛନ୍ତି ।

hiring

ଫଳରେ ପୂର୍ବ ନିର୍ଦ୍ଧାରିତ ମେ’ ୨୧ ତାରିଖରେ ହିଁ ନିଟ ପିଜି ପରୀକ୍ଷା ହେବ ବୋଲି ଚୂଡ଼ାନ୍ତ ହୋଇଛନ୍ତି ।  ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏପରିକି  ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ରୋଗୀସେବା ପ୍ରଭାବିତ ହୋଇପାରେ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ନିଟ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

18 − two =