ବାଲିଗୁଡ଼ା ଦଣ୍ଡଯାତ୍ରାର ୧୦୦ ବର୍ଷ ପୂର୍ତ୍ତି,୧୦ରେ ଅଷ୍ଟଶମ୍ଭୁ ମିଳନ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡଯାତ୍ରାକୁ ଚଳିତ ବର୍ଷ ୧୦୦ ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଯାତ୍ରା ବନ୍ଦ ରହିଥିଲା ।!-->…
Read More...
Read More...