ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ନଫତାଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କୁ ସାକ୍ଷାତ କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩
Read More...

ନେହରୁ ଯୁବ କେନ୍ଦ୍ର ଏବଂ ପାରା ଲିଗାଲ ଭଲ୍ୟୁଣ୍ଟରମାନଙ୍କ ଦିନିକିଆ କର୍ମଶାଳା

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ସୁରକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ
Read More...

ଜୟ ମାଁ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ପାଳିତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଜୟ ମାଁ ପାଟଣେଶ୍ୱରୀ କଲେଜ ପାଞ୍ଚଛକ ଚଙ୍ଗରିଆ ଠାରେ ବାସନ୍ତିକ ସାହିତ୍ୟ ସମାରୋହ ପାଳିତ ହୋଇଅଛି । ଏହି ମଞ୍ଚରେ ସୁଶୀଳ କୁମାର ଗୁରୁ -ସଭାପତି, ଭିକାରୀ ଚରଣ ମିଶ୍ର-ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଡ.ନାରାୟଣ ପ୍ରଧାନ - ଅଧ୍ୟକ୍ଷ ଲାଠୋର
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣ ବନ କର୍ମଚାରୀ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୀଆମୁଣ୍ଡାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ଶୁଣିବାକୁ ମିଳିଛି ।ସୂଚନା ଅନୁସାରେ ସାଡୀଙ୍ଗିଆ ପଂଚାୟତର କୀଆମୁଣ୍ଡା ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଏଗାରଟା ବେଳେ ଫରେଷ୍ଟର ବ୍ରଜ ସୁନ୍ଦର ଦାସଙ୍କ
Read More...

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ଓଡିଆ ପୁଅ ପ୍ରମୋଦ ଭଗତ

ନୂଆଦିଲ୍ଲୀ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ସମ୍ମାନ ବିତରଣ ସମାରୋହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି
Read More...

ଭୁବନେଶ୍ୱର ନବ ନିର୍ବାଚିତ ମେୟରଙ୍କୁ ଭେଟିଲେ ଆପୋଲୋ ହସ୍ପିଟାଲ ସିଇଓ

ଭୁବନେଶ୍ୱର : ଆପୋଲୋ ହସ୍ପିଟାଲ ଏଟଂରପ୍ରାଇଜ୍ସ ଲିମିଟେଡ୍‌ର ରେଜିଓନାଲ ସିିଇଓ ସୁଧୀର ଏମ୍‌ ଡିଗିକର ସ୍ମାର୍ଟ ସିଟି ଭୁବନେଶ୍ୱର ମହାନଗରନିଗମର ନବନିର୍ବାଚିତ ମେୟର ଶ୍ରୀମତି ସୁଲୋଚନା ଦାସଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ଜେନେରାଲ
Read More...

ସପ୍ତମ ବେତନ କମିଶନର ଶେଷ ୨୦% ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଉପକୃତ ହେବେ ୪ ଲକ୍ଷ…

ଭୁବନେଶ୍ୱର : ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତିଛନ୍ତି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି. ଏହାଦ୍ବାରା
Read More...

ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ଶାଖା ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା

ପାଟଣାଗଡ଼ : ଅଖିଳ ଭାରତୀୟ ଟ୍ରେଡ ୟୁନିୟନ (ଏ.ଆଇ.ଟି.ୟୁ.ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦେଶ ବିରୋଧୀ ଓ ଜନ ବିରୋଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମାର୍ଚ୍ଚ ୨୮,୨୯ ଦୁଇଦିନିଆ ଭାରତର ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମର୍ଥନ ଜଣାଇ ବଲାଙ୍ଗୀର ୟୁନିଟେଡ ଟ୍ରେଡ ୟୁନିୟନ
Read More...

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଆହତ ହେଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଦଳ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପରବର୍ତ୍ତୀ ମୁକାବିଲାରେ ଦିଲ୍ଲୀ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେବେ ଏହା ପୂର୍ବରୁ ଦଳକୁ ବଡ ଝଟକା ଲାଗିଛି। ଦଳର ଷ୍ଟାର
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ିଆରଡିଏର ତାଲିମ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସମବାୟ ବିକାଶ ନିଗମ ଏବଂ ମତ୍ସ୍ୟ ବିଭାଗ ଭାରତ ସରକାରଙ୍କ ଦ୍ୱାରା ମିଳିତ
Read More...