ଜାତିଆଣ ନେଇ ଶବ ପଡିରହିଲା ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ, ଶବ ସତ୍କାର କଲେ ସ୍ୱେଚ୍ଛାସେବୀ
ଜହ୍ନାପଙ୍କ: ବର୍ତ୍ତମାନ ସଭ୍ୟ ସମାଜରେ ଅନେକ କୁସଂସ୍କାର ରହିଥିବା ଦେଖିବାକୁ ମିଳିଛି । ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବର୍ତ୍ତମାନ ସଭ୍ୟ ସମାଜରେ ମଧ୍ୟ କୁସଂସ୍କାର ଯୋଗୁଁ ଜାତିଆଣ ଭାବକୁ ନେଇ ଶବକୁ ନ ଛୁଇଁବା ଭଳି ଏକ ଘଟଣା ବୌଦ୍ଧ ବ୍ଳକ ବଢିଗାଁ!-->…
Read More...
Read More...