ଜାଣନ୍ତୁ,ଦୋଷ ମାନି କ’ଣ କହିଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୨୦/୪ : ଦେଶରେ ଆଜି ଯେଉଁ ଭୟଙ୍କର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଖାଦେଇଛି,ସେଥିପାଇଁ କେବଳ ସରକାର ହିଁ ଦାୟୀ । ସରକାରଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଭୁଲ ନୀତି ଯୋଗୁ ଦେଶ ଦେବାଳିଆ ସ୍ଥିତିକୁ ଚାଲିଯାଇଛି । ଏହି ଭୁଲକୁ ଆମେ ମୁଣ୍ଡପାତି ସ୍ୱୀକାର କରୁଛୁ । ପ୍ରଥମ ଥର ପାଇଁ!-->…
Read More...
Read More...