ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକସଭା

ସୁବର୍ଣ୍ଣପୁର : ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରୁ ଲଢ଼ି ବିଧାୟକ ଭାବରେ ସେ ନିର୍ବାଚିତ ହୋଇ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ଥିଲେ ।
Read More...

ପୁରୀରେ “ଭାରତ ବନ୍ଦ’ର ପ୍ରଭାବ

ପୁରୀ: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି, ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ବିରୋଧୀ ଆଇନ, ରାଷ୍ଟ୍ରୟତ ଉଦ୍ୟୋଗକୁ ଘରୋଇ କରଣ କରିବା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବାମ ଦଳ ଓ ଶ୍ରମିକ ସଂଗଠନ । ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା
Read More...

ମଧୁବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୨୮/୩- ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ସଭାଗୃହରେ ମଧୁବୈଶ୍ୟ (ଗୁଡିଆ) ସମାଜର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବୌଦ୍ଧଜିଲ୍ଲା ସଭାପତି ବୈକୁଣ୍ଠନାଥ ସାହୁ ଯୋଗଦେଇଥିବାବେଳେ ସଂପାଦକ ଗଜେନ୍ଦ୍ର କୁମାର ସାହୁ ସଭାର ଆଭିମୁଖ୍ୟ ଏବଂ ଜିଲ୍ଲା
Read More...

ଶର୍ମିଷ୍ଠା ରାଉତ ଗିରଫ

ଭୁବନେଶ୍ୱର: ଦୀର୍ଘଦିନର ଲୁଚକାଳି ଖେଳ ପରେ  କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି ।  ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଭଦ୍ରକ ଜିଲ୍ଳା ନଳାଙ୍ଗରୁ
Read More...

ଗୋଆରେ ପ୍ରମୋଦଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ

ପାଣାଜୀ: ଲଗାତର ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାଓ୍ୱନ୍ତ। ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ବାଛିଚି। ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ
Read More...

ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ସୋମବାର ଅପରାହ୍ନରେ ଗଣିଆ ବ୍ଳକ୍‌ ଅନ୍ତର୍ଗତ ଆରସି ସାମନ୍ତରାୟ ବିଜ୍ଞାନ ଓ କଳା ମହାବିଦ୍ୟାଳୟର ସଭା ଗୃହରେ ଶିକ୍ଷକ-ଅଭିବାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମଳୟ କୁମାର ପଣ୍ଡାଙ୍କ ଆବାହନ ଏବଂ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟର
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ

ଦଶପଲ୍ଲା : କୃଷି ଓ କୃଷକର ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ବାରମ୍ବାର ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସିଛି । କିନ୍ତୁ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି ଏ ପର୍ଯ୍ୟନ୍ତ ପୂରଣ କରିନାହାନ୍ତି । ଜିଲ୍ଲା ର ସିଏସଓ ଏବଂ ମିଲର ଆସୋସିଏସନ ବାରମ୍ବାର ଧାନ ର ମାନ କୁ (
Read More...

ଛାମୁଣ୍ଡିଆ ଓ ଗଣିଆ ସରପଞ୍ଚଙ୍କ ପ୍ରଚେଷ୍ଟାରେ ମାଗଣା ଚକ୍ଷୁ ଶିବିର

ଗଣିଆ: ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରଚେଷ୍ଟାରେ ପଞ୍ଚାୟତ କାର୍ଯ୍ୟାଳୟଠାରେ ମାଗଣା ମୋତିଆବିନ୍ଦୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ସ୍ଥିତ ଲାଏନ୍ସ ଭୂମିକା ଚକ୍ଷୁ ଚିକିତ୍ସାଲୟର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର
Read More...

ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜ ସୀତାପୁର, ଗୋସାଣି ବ୍ଲକ ଠାରେ ଏଥିର ମୁଖ୍ୟ ଅନାଦି ପାଣିଗ୍ରାହୀ ଓ ମହନ୍ତ ରମାନନ୍ଦ ଦାସ ଜୀଙ୍କ ଅନୁମତି କ୍ରମେ ବିଶ୍ୱର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର
Read More...

ସୁବର୍ଣ୍ଣପୁର ଠାରେ ପଏଁରୀ ତିହାର ଉଦଯାପିତ

ସୁବର୍ଣ୍ଣପୁର: ନୃତ୍ୟ ଓ ସଂଗୀତର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପଏଁରୀ ତିହାର ଆଜି ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ପଏଁରୀ ଓ ସଂସ୍କୃତି ବିଭାଗ ଭାରତ ସରକାର, ସଂଗୀତ ଏକାଡେମୀ ନୂଆଦିଲ୍ଲୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ
Read More...