ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ମିତ୍ର ପଞ୍ଚାୟତ ଗଠନ ଉପରେ ଗୁରୁତ୍ୱ : ଜିଲ୍ଲାପାଳ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଫୁଲ ଝାଡୁ ସଂଗ୍ରହ ଓ ପ୍ରକ୍ରିୟା କରଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଠାରେ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଫୁଲ ଝାଡୁ ଚାଷ ଓ ପ୍ରକ୍ରିୟା କରଣ ତାଲିମ ଶିବିରକୁ ନାବାର୍ଡର ଡି.ଡି.ଏମ୍‌ ପ୍ରତୀକ ପଣ୍ଡା ଜିଲ୍ଲାସ୍ତରୀୟ ତାଲିମଦାତା ନରେଶ ନାଥ ମହାପାତ୍ର,
Read More...

ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ କର୍ମଶାଳା

ଫୁଲବାଣୀ: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ନିଉଷ୍ଟେସନ ଇଣ୍ଟେରନେସନାଲ ତଥା ବିଶ୍ୱ ନେଟୱର୍କ ଓଡ଼ିଶାର ମିଳିତ ସହାୟତାରେ କନ୍ଧମାଳ ସ୍ଥିତ ଜିଲ୍ଲା ପରିଷଦ ଭବନ ଠାରେ ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲାର ମୁଖ୍ୟ
Read More...

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କଲୋନୀବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି ବଦଳିଲା

ନବରଙ୍ଗପୁର:ନବରଙ୍ଗପୁର ସହରର ଷୋହଳ ନମ୍ବର ୱାର୍ଡରେ ଗାନ୍ଧୀନଗର ଛକଠାରୁ ଇନ୍ଦିରା କଲୋନୀ ଦେଇ ଇଛବତୀଗୁଡା ଯିବା ରାସ୍ତା ଉପରେ ପ୍ରାୟ ଦୁଇ ବର୍ଷ ହେଲା ନର୍ଦ୍ଦମା ପାଣି ରାସ୍ତା ଉପରେ ବୋହି ଚାଲିଥିଲା । ଏହାରି ପ୍ରତିବାଦରେ ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ମାନେ ଚଳିତ ପୌର ନିର୍ବାଚନରେ ଭୋଟ
Read More...

ଭିନ୍ନ ଲୁକ୍‌ରେ ତାପସୀ ପନ୍ନୁ

ମୁମ୍ବାଇ,୨୨/୩ : ବଳିଉଡ ନାୟିକା ତାପସୀ ପନ୍ନୁଙ୍କୁ ପରଦାରେ ପୂରା ଏକ ଭିନ୍ନ ଚେହେରାରେ ଦେଖିବାକୁ ମିଳିବ । ଭୂମିକା ନୂଆ,ଚେହେରା ବି ସ୍ୱତନ୍ତ୍ର । ହୋଲି ଅବସରରେ ରିଲିଜ ହୋଇଛି ‘ସାବାସ ମିଠୁ’ର ଟିଜର । ଏହା ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ
Read More...

ସଲମାନଙ୍କୁ ମିଳିଲା ଏହି ବଡ଼ ଆଶ୍ୱସ୍ତି

ନୂଆଦିଲ୍ଳୀ, ୨୨/୩ : କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳିଛି ବଡ ଆଶ୍ୱସ୍ତି । ସୋମବାର ଦିନ ରାଜସ୍ଥାନ ହାଇକୋର୍ଟ ହରିଣ ଶିକାର ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କ ମାମଲା ସ୍ଥାନାନ୍ତର ଆବେଦନକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ସହ ଜଡିତ
Read More...

ଶରଣାର୍ଥୀଙ୍କ ପାଇଁ ନିଜ ପଦକ ବିକିବେ ନୋବେଲ ବିଜେତା ଦିମିତ୍ରୀ

ନୂଆଦିଲ୍ଲୀ,୨୨/୩ : ଋଷ୍‌ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଛାରଖାର ହୋଇଯାଇଛି । ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ପଶିଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଲାଗି ବିଭିନ୍ନ ଦେଶ,ସଙ୍ଗଠନ ଓ ବ୍ୟକ୍ତିବିଶେଷ ଆଗେଇ ଆସିଛନ୍ତି । ତେବେ ଯାହା ସମସ୍ତଙ୍କୁ ଚକିତ କରିଛି,ତାହା
Read More...

ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ,୨୨/୩ : ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ । ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ । ଉଭୟ ଦେଶ ମଧ୍ୟରେ ଏକାଧିକ ବୈଠକ ହେବ । ଭାରତ ଏବଂ ଇସ୍ରାଏଲର ରାଜନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ
Read More...

ସରିଲା ପ୍ରଚାର, ବିଧାୟକଙ୍କ ଦେଖାନାହିଁ

ଅନୁଗୋଳ : ଆଠମଲ୍ଲିକ ଏନଏସି ନିର୍ବାଚନ ପ୍ରଚାର ଆଜି ଶେଷ ହୋଇସାରିଛି । ଏନଏସି ଅଧ୍ୟକ୍ଷ ଆସନ ପାଇଁ ବିଜେପି ପକ୍ଷରୁ ଯୋଗମାୟା ପ୍ରିୟଦର୍ଶନୀ ମହାପାତ୍ର,ବିଜେଡି ପକ୍ଷରୁ ଅଶା କୁମାରୀ ସାହୁ,କଂଗ୍ରେସ ପକ୍ଷରୁ ରଞ୍ଜିତା ସିଂ, ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ନଗରପାଳ ନିହାର ହୋତା ଓ ଅନ୍ୟ
Read More...

ମାଲାମାଲ ହେବେ ଆଇପିଏଲ ଭାଷ୍ୟକାର

ନୂଆଦିଲ୍ଲୀ,୨୨/୩ : ଏଥର ଆଇପିଏଲ ପାଇଁ ମୋଟ୍‌ ୮୦ ଭାଷ୍ୟକାରଙ୍କ ଟିମ୍‌ ପ୍ରସ୍ତୁତ କରାଯାଇଛି । ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ । ଏଥିରେ ଭାଷ୍ୟକାର ବି ମାଲେମାଲ ହେବେ । ଦୀର୍ଘ ସମୟ ଧରି ଏହି ଆଇପିଏଲକୁ ଦର୍ଶକ ଅପେକ୍ଷା
Read More...