ସିରିଜ୍‌ କ୍ଲିନସୁଇପ କଲା ଭାରତ

ବେଙ୍ଗାଲୁରୁ,୧୪/୩ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ପ୍ରଶଂସକଙ୍କୁ ମୁଗ୍ଧ କରିଛି । ପ୍ରଥମ ଟେଷ୍ଟ ମ୍ୟାଚ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଭାରତ ମାତ୍ର ତିନି ଦିନରେ ଜିତି ନେଇଛି । ପ୍ରଥମ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୧୬୨ ରନରେ କବଜା କରିଥିଲା
Read More...

ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି, ଏହି ସମୟରେ ବନ୍ଦ ରହିବ ବସ ଚଳାଚଳ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟରେ ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ସମସ୍ତ  ବସ ଚଳାଚଳ ବନ୍ଦ ରହିବ । ବସରେ ଅଧିକ ଯାତ୍ରୀ ନେବା ଉପରେ ଲାଗିଲା କଟକଣା । ବସଷ୍ଟାଣ୍ଡ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା
Read More...

ଷ୍ଟେନଙ୍କୁ ପଛରେ ପକାଇଲେ ଅଶ୍ଵିନ

ବେଙ୍ଗାଲୁରୁ ୧୪।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ କରିଛନ୍ତି ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ସବୁଠୁ ଅଧିକ ଟେଷ୍ଟ ଓ୍ଵିକେଟ୍ ନେବା ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଦ୍ରୁତ ବୋଲର ଡେଲ୍ ଷ୍ଟେନଙ୍କୁ ପଛରେ
Read More...

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ-୨ ପରୀକ୍ଷା

କଟକ: ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ-୨ ପରୀକ୍ଷା । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ଏପ୍ରିଲ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଖରାକୁ ଦୃଷ୍ଟିରେ ରଖି
Read More...

ଶିକ୍ଷା ସମ୍ପୂର୍ଣ୍ଣ କରିବେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ, ସବୁ ସହାୟତା ଯେଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ପାଇଁ ଖୁସି ଖବର । ଶିକ୍ଷା ସମ୍ପୂର୍ଣ୍ଣ କରିବେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ। ଏଥିପାଇଁ ଭାରତ ସରକାର ସବୁ ସହାୟତା ଯୋଗାଇଦେବେ। ଏନେଇ ଲୋକସଭାରେ ଉତ୍ତର ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସାଂସଦ ଗୌରବ
Read More...

ଆସନ୍ତା ୧୬ରୁ ପିଲାଙ୍କୁ କରୋନା ଟିକା

ନୂଆଦିଲ୍ଲୀ :କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ
Read More...

କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ

ଢେଙ୍କାନାଳ : ଘର ମରାମତି ବେଳେ ଅଘଟଣ । ଶ୍ରମିକ ମାନେ କାମ କରୁଥିବା ବେଳେ ଭୁଶୁଡି ପଡିଛି କାନ୍ଥ । ଫଳରେ କାନ୍ଥ ମାଡି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା !

ଜଟଣୀ : ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା । କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ପୂଜା ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ
Read More...

କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ହେଲେ କାମାକ୍ଷା ପ୍ରସାଦ ପାତ୍ର

ଗଞ୍ଜାମ :କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ପୁଣି ଇତିହାସ ରଚିଲେ ଡେଙ୍ଗାପଦର ସମିତିସଭ୍ୟ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପାତ୍ର । ପ୍ରଥମ ଥର ପାଇଁ ଇତିହାସ ରଚିଲେ କାମାକ୍ଷା ପ୍ରସାଦ ପାତ୍ର ଓରଫ ବାପି । ବ୍ଲକ ପ୍ରତିଷ୍ଠା ଦିନଠାରୁ ଲଗାତର ଦ୍ୱିତୀୟ ଥର
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ଏସଆଇ ଶହୀଦ

ମାଲକାନଗିରି ୧୪।୦୩ : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ । ଏଥିରେ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି ।ଖବର ଅନୁଯାୟୀ, ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ
Read More...