ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ, ସୁସ୍ଥତା କାମନା କଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ : ଏବେବି ବିଶ୍ୱବାସୀ କରୋନା ମହାମାରୀ ସାଙ୍ଗରେ ଯୁଦ୍ଧ ଲଢୁଛନ୍ତି । ଏହି ସମୟରେ ଆମେରିକାରୁ ବଡ ଖବର ଆସିଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମୁଁ କରୋନା ପଜିଟିଭ
Read More...

ଆଇସିସି ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ଖେଳାଳିଙ୍କ ଜଲୱା

ନୂଆଦିଲ୍ଲୀ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧-୨୦୨୩ ଜାରି ରହିଛି । ଏଥିରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଜସପ୍ରୀତ ବୁମ୍ରା ସର୍ବାଧିକ ୱିକେଟ୍‌ ନେଇଥିବାବେଳେ ୠଷଭ ପନ୍ତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ
Read More...

ଗୋଶାଣି ବ୍ଳକ ଅଧ୍ୟକ୍ଷ ହେଲେ ଏନ୍‌ ଭୀର ରାଜୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ବ୍ଳକ ଅଧ୍ୟକ୍ଷା ପାଇଁ ବି. ଧନଞ୍ଜୟଲୁ, ଜି.ଶ୍ରୀଧର ନାଇଡୁ, ଏନ.ଭୀରରାଜୁ ପାର୍ଥି ପତ୍ର ଦାଖଲ କରିଥିଲେ । ପରେ ଜି. ଶ୍ରୀଧର ନାଇଡୁ ନିଜର ପାର୍ଥି ପତ୍ର ପ୍ରତ୍ୟାହାର କରିଥିଲେ । ପରେ ଦୁଇ ଜଣ ପାର୍ଥି ବି. ଧନଞ୍ଜୟଲୁ ଓ ଏନ.ଭୀରରାଜୁଙ୍କ
Read More...

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଜି. ତିରୁପତି ରାଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ବିଜୁ ଜନତା ଦଳର ଜୋନ ଦୁଇରୁ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ଏ.
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ବାପାଝିଅ ମୃତ

ଅନୁଗୁଳ: ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି । ବାପା ଝିଅ ବାଇକରେ ଯାଉଥିବା ସମୟରେ ଖମାର ଥାନା କଲଣ୍ଡା ଠାରେ ସାମ୍ନାରୁ ଏକ ଟ୍ରକ୍‌ ଆସି ବାଇକକୁ ଧକ୍କା ଦେଇଥିଲା । ଶକ୍ତ ଧକ୍କା ଦେବାରୁ ବାପା ଓ ଝିଅଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଏହାପରେ
Read More...

ଜୈବିକ ଚାଷ ସମ୍ପର୍କରେ ତାଲିମ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ ଗୋଶାଣି ବ୍ଳକର କରସ ଷଣ୍ଢା ପଞ୍ଚାୟତର ବାରଲଣ୍ଡା ଗ୍ରାମର ୩୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ
Read More...

ରାଜ୍ୟଗୋଷ୍ଠୀ ଦିବସ ଉପଲକ୍ଷେ ପ୍ରଦର୍ଶନୀ ଭଲିବଲ ମ୍ୟାଚ,ଯୋଗଦେଲେ ବ୍ରିଟିଶ ଡେପୁଟି ହାଇ କମିଶନର

ପୁରୀ: ରାଜ୍ୟଗୋଷ୍ଠୀ ଦିବସ ପାଳନ ଉପଲକ୍ଷେ ବ୍ଲୁଫ୍ଲାଗ ବିଚରେ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୋଲକତାସ୍ଥିତ ବ୍ରିଟିଶ ହାଇ କମିଶନର ନିକ ଡି' ଲୋ ଯୋଗ ଦେଇଥିଲେ । ଉକ୍ତ ପ୍ରଦର୍ଶନୀ ଭଲିବଲ ମ୍ୟାଚରେ ଓଡିଶା ସ୍ପୋର୍ଟସ ବନାମ ୟୁକେ ଇନ କୋଲକାତା ମଧ୍ୟରେ ଅନୁଷ୍ଠିତ
Read More...

କେରାଣ୍ଡି ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଏରୁସୁ ଦଣ୍ଡପାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନବ ନିର୍ବାଚିତ ଏରୁସୁ ଦଣ୍ଡପାଣି ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବାର ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରେଗିଟି ରାଣି, ନୂତନ ଭାବେ ନିର୍ବାଚିତ ହୋଇ ଥିବା ନାଏବ ସରପଞ୍ଚ ଆମିଟି ମହାଲକ୍ଷ୍ମୀ,
Read More...

ଚାପରେ ଶ୍ରୀଲଙ୍କା : ଜିତିବା ପାଇଁ ବଡ଼ ଟାର୍ଗେଟ ଦେଲା ଭାରତ

ବେଙ୍ଗାଲୁରୁ,୧୩/୩ : ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ବେଶ୍‌ ରୋମାଞ୍ଚକର ଥିଲା । ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅତିଥି ଦଳ ୨୮ ରନ୍‌
Read More...

ସିଡବ୍ଲୁସି ବୈଠକରେ ନିର୍ବାଚନୀ ବିପର୍ଯ୍ୟୟ ସମୀକ୍ଷା : ସୋନିଆଙ୍କ ନେତୃତ୍ୱରେ ହିଁ ଆଗକୁ ବଢିବ ଦଳ

ନୂଆଦିଲ୍ଲୀ,୧୩/୩ : ନେତୃତ୍ୱରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହିଁ କଂଗ୍ରେସ ଆଗକୁ କାର୍ଯ୍ୟ କରିବ । ତାଙ୍କ ନେତୃତ୍ୱରେ ଦଳ ଆଗକୁ ବଢିବ । ଏହିଭଳି ସହମତି ପ୍ରକାଶ ପାଇଛି ଆଜି ଏଠାରେ ଅନୁଷ୍ଠିତ ଏଆଇସିସିର କାର୍ଯ୍ୟକାରିଣୀ ବୈଠକରେ । ବୈଠକ ପରେ ବରିଷ୍ଠ
Read More...