କନ୍ଧମାଳ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ

ଫୁଲବାଣୀ,୨/୩:- ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟ ଏକ ମଶାବାହିତ ରୋଗ । ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ଼, ହାତ ଫୁଲିଯାଏ ।
Read More...

ଘୁ.ଉଦୟଗିରି ଏନଏସି : ପ୍ରଥମ ଦିନରେ ପଡିଲାନି ଗୋଟିଏ ବି ନାମାଙ୍କନ ପତ୍ର

ଘୁ.ଉଦୟଗିରି,୨/୩- ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଘୁ.ଉଦୟଗିରି ଏନଏସିରେ ଆଜି ଜଣେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିବା ସୂଚନା ମିଳିଛି । ୪ଜଣ ନାମାଙ୍କନ ପତ୍ର କିଣିଥିବା ସୂଚନା ମିଳିଛି । ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ସମୟ
Read More...

ଋଷ୍‌ ବିରୋଧରେ ବାହାରିଲା ଜାପାନ

ନୂଆଦିଲ୍ଲୀ,୨/୩; ଋଷ୍‌ ବିରୋଧରେ ବାହାରୁଥିବା ଦେଶଙ୍କ ସଂଖ୍ୟା କ୍ରମଶଃ ବଢୁଛି । ଆମେରିକା,ବ୍ରିଟେନ,ଫ୍ରାନ୍ସ ଆଦି ରାଷ୍ଟ୍ର ପରେ ଏବେ ଜାପାନ ଋଷ୍‌ ବିରୋଧରେ ମୁଣ୍ଡ ଟେକିଛି । ଋଷ୍‌ ବିରୋଧରେ ୟୁକ୍ରେନ ଏକ ବିଶାଳ ଅନ୍ତର୍ଜାତୀୟ ସ୍ତରୀୟ ସ୍ୱେଚ୍ଛାସେବୀ ବାହିନୀ ଗଠନ କରୁଛି । ଏଦିଗରେ
Read More...

ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ

ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ । ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି । ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ
Read More...

ଏହି ବ୍ୟକ୍ତିଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରିବାକୁ ଚାହୁଁଛନ୍ତି ପୁଟିନ୍‌

ନୂଆଦିଲ୍ଲୀ,୨/୩: ୟୁକ୍ରେନ ଉପରେ ଋଷ୍‌ କାହିଁକି ଆକ୍ରମଣ କରୁଛି,ତାହାର କାରଣ ଏକାଧିକ । ତା ଭିତରୁ ଗୋଟିଏ ହେଲା,ଭେଲୋଦିମିର ଜେଲେନସ୍କିଙ୍କୁ କ୍ଷମତାଚ୍ୟୁତ କରି ତାଙ୍କ ସ୍ଥାନରେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରାଇବା । ଯେଉଁ ବ୍ୟକ୍ତିଙ୍କୁ ଋଷ୍‌ ରାଷ୍ଟ୍ରପତି
Read More...

ବଜ୍ରକାପ୍ତା ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗୀନ୍ଦ୍ର ଭୋଇଙ୍କ ଘରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ନିଜ ଘରକୁ ନେଇ ରଖିଥିଲେ
Read More...

ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷ ପଦବୀ; ସ୍ପଷ୍ଟ ହେଉନି ଚିତ୍ର, ଚର୍ଚ୍ଚାରେ ତିନି ଆଶାୟୀ

ଘୁ ଉଦୟଗିରି :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଲା । ଆଗକୁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚନ । ପ୍ରଥମେ ଅଧ୍ୟକ୍ଷ ନିର୍ବାଚନ ପାଇଁ ସମିତିସଭ୍ୟମାନେ ସବୁ ଅଣ୍ଡର ଗ୍ରାଉଣ୍ଡ ହୋଇ ରହିଥିବା ବେଳେ କିଏ ଅଧ୍ୟକ୍ଷ ମୁକୁଟ ପିନ୍ଧିବ ତାର କୌଣସି ସ୍ପଷ୍ଟ ଚିତ୍ର ଆସିନୀ । ଏକ ଗୋଲକ ଧନ୍ଦା
Read More...

ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍‌.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ
Read More...

ଟି-୨୦ ମାନ୍ୟତାରେ ଶ୍ରେୟସଙ୍କୁ ବିପୁଳ ଫାଇଦା, ଟପ୍‌-୧୦ରୁ ବାଦ ପଡିଲେ କୋହଲି

ଦୁବାଇ : ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଖେଳାଯାଇଥିବା ଟି -୨୦ ଆନ୍ତର୍ଜାତୀୟ ସିରିଜ୍‌ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟରଙ୍କ ପାଇଁ ସ୍ୱତନ୍ତ୍ର ଥିଲା । ଶ୍ରେୟସ୍‌ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ, ସେ ପୁରା ଟି-୨୦ ସିରିଜରେ
Read More...

କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : ପାଖେଇ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସବୁଦଳ ଆରମ୍ଭ କଲେଣି ରଣନୀତି । ତେବେ ଏସବୁ ଭିତରେ କଂଗ୍ରେସ ଦଳ ଆଗକୁ ଦୁଇ ପାଦ ପକାଇଛି । କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ।ଖବର ଅନୁଯାୟୀ,  କଟକ କଂଗ୍ରେସ ମେୟର ପ୍ରାର୍ଥୀ ହେବେ ଗିରିବାଳା
Read More...