ୟୁକ୍ରେନରେ ଫସିରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ, ଉଦ୍ଧାର ପାଇଁ ବାପା ମାଙ୍କ ଆକୁଳ ନିବେଦନ

ବୌଦ୍ଧ,୨୭/୨:- ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଆଜକୁ ୪ଦିନ ହୋଇଥିବାବେଳେ ଆହୁରି ହଜାର ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବୌଦ୍ଧ ସହର ରାମେଶ୍ୱର ବିହାରର ସିଦ୍ଧାର୍ଥ ସାହିଲ ମହାପାତ୍ର ନାମକ ଜଣେ ଛାତ୍ର ଅଛନ୍ତିି । ସେ ୟୁକ୍ରେନ ରାଜଧାନୀ କିଭ୍‌ରେ ଫସି ରହିଛନ୍ତି ।
Read More...

ଦ୍ୱିତୀୟ ଦିନରେ ପୁରୀ ଜିଲ୍ଲାରେ ବିଜେଡି ଆଗୁଆ

ପୁରୀ : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ବିଜେଡି ଚାରୋଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ବେଳେ ବିଜେପି ଦୁଇଟିରେ ଆଗୁଆ ରହିଛି । ବ୍ରହ୍ମଗିରିର ୨୯ନମ୍ବର ଜୋନ ଓ ପୁରୀ ସଦର ୨୬ନମ୍ବର ଜୋନରେ ବିଜେପି ଆଗରେ ଥିବା ବେଳେ ଅସ୍ତରଙ୍ଗ ୨ନମ୍ବର, ଗୋପର ୧୨ନମ୍ବର ଜୋନ,
Read More...

ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା କେସ୍‌ କମିଛି । ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି
Read More...

ପଞ୍ଚାୟତ ଫଳାଫଳ : ଦ୍ୱିତୀୟ ଦିନରେ ବି ବହୁ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗରେ

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୧୫୯ଟି ଜୋନରେ ଆଗୁଆ, ବିଜେପି ୨୬ ଏବଂ କଂଗ୍ରେସ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ
Read More...

ବନ୍ଧାହେଲେ ୭ ଲୁଟେରା, ପିସ୍ତଲ ସହ ବାଇକ ଜବତ

ପୁରୀ : ହୋଟେଲ କେୟାର ଟେକର ଓ ମ୍ୟାନେଜରଙ୍କ ସହାୟତାରେ ଚାଲିଥିଲା ଲୁଟ । ବନ୍ଧାହେଲେ ୭ ଅଭିଯୁକ୍ତ ।୧ ଟି ୯ଏମଏମ ପିସ୍ତଲ, ଗୋଳାବାରୁଦ,୨ ଟି ବାଇକ ଏବଂ ମୋବାଇଲ ସମେତ ୭୨୦୦୦ ର ନଗଦ ଟଙ୍କା ଜବତ ।ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଳିଆପଣ୍ଡା ପୋଲିସ ବିର୍ଲା ଚୌକ ନିକଟ
Read More...

ଶ୍ରୀଲୋକନାଥଙ୍କ ମନ୍ଦିରରେ ପଙ୍କଉଦ୍ଧାର ନୀତି

ପୁରୀ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀର ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆଜି ପଙ୍କଉଦ୍ଧାର ତଥା ପଙ୍କୁଉଜୁଳା ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ।ଚଳିତବର୍ଷ କୋଭିଡ କଟକଣା କୋହଳ
Read More...

ଗଜପତି ଜିଲ୍ଲା ବଜରଙ୍ଗ ଦଳ ତରଫରୁ ହର୍ଷ ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଆଜି ଗଜପତି ଜିଲ୍ଲା ବଜରଙ୍ଗ ଦଳ ତରଫରୁ ହର୍ଷ ଭାଇଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କର୍ଣ୍ଣାଟକର ସିବମୋଗାଠାରେ ଗତ ରବିବାର ଦିନ ବଜରଙ୍ଗ ଦଳର ୨୩ ବର୍ଷୀୟ ଯୁବ
Read More...

ଆସିଲା ୩୦୦ ଜିଲ୍ଲା ପରିଷଦ ଜୋନର ଫଳାଫଳ, ବହୁ ଆଗରେ ବିଜେଡି

ଭୁବନେଶ୍ୱର: ଗତକାଲିଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆଜି ମଧ୍ୟ ଜାରି ରହିଛି । ଗତକାଲି ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଆସନରୁ ୩୦୦ ଆସନର ଫଳାଫଳ ସ୍ପଷ୍ଟ ହୋଇଛି । ଫଳାଫଳ ଘୋଷଣା ହୋଇଥିବା ୩୦୦ ଆସନରୁ ଶାସକ ବିଜେଡି ୨୬୮ ଆସନରେ ବିଜୟୀ ହୋଇଇଥିବା ବେଳେ
Read More...

ପଞ୍ଚାୟତ ଫଳାଫଳ, ୨ୟ ଦିନରେ ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ଗଣତି

ଭୁବନେଶ୍ୱର: ପଞ୍ଚାୟତ ଫଳାଫଳ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ ଗଣତି ହେବ। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ। ରାଜ୍ୟରେ ମୋଟ ୮୫୩
Read More...