ଧର୍ମଶାଳାରେ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ, ଏମିତି ହୋଇପାରେ ପ୍ଲେଇଙ୍ଗ ଏକାଦଶ
ଧର୍ମଶାଳା : ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଧର୍ମଶାଳାରେ ଭାରତ ଖେଳିବ । ଏହା ପୂର୍ବରୁ ଉଭୟ ଦଳ ସେଠାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତ ସହଜରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚକୁ ଜିତି ସିରିଜ କବଜା କରିବାକୁ ନିହାତି ଚାହିଁବା!-->…
Read More...
Read More...