ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣକୁ ପୁରୀ ଜିଲ୍ଲା ଓକିଲ ସଂଘର ବିରୋଧ, କଲେ କାର୍ଯ୍ୟବନ୍ଦ ଆନ୍ଦୋଳନ
ପୁରୀ : ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଜାରି ରହିଥିବାରୁ ଗତକାଲି ଏତଲା ପରେ ଆଜି ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ପ୍ରତିବାଦ ଓକିଲ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖ ରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ସହର । ଦେଶର ଅନ୍ୟାନ୍ୟା ଧାର୍ମିକ ପୀଠ ଅପେକ୍ଷା!-->…
Read More...
Read More...