ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା : ପୂରା ସିରିଜରୁ ବାଦ୍‌ ପଡ଼ିଲେ ସୁନ୍ଦର

କୋଲକାତା, ୧୪/୨: ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଭାରତ-ୱେଷ୍ଟ ଇଣ୍ଡିଜ ଟି-୨୦ ସିରିଜ । ପ୍ରଥମ ମ୍ୟାଚ ଖେଳାଯିବ କୋଲକାତାର ଐତିହାସିକ ଇଡେନ ଗାଡେର଼୍ନରେ । ଏଥିପାଇଁ ଇତିମଧ୍ୟରେ ଏଠାରେ ପହଞ୍ଚିଯାଇଛନ୍ତି ଭାରତୀୟ ଦଳ । ଅହମ୍ମଦାବାଦରେ ଦିନିକିଆ ସିରିଜକୁ ମୂଳପୋଛ କରିଥିବାରୁ ଭାରତ ବେଶ୍‌
Read More...

ରାଏ ସ୍ୱସ୍ତିକ କୁମାର ଦେଓଙ୍କ ପରଲୋକ

ବୌଦ୍ଧ : ବୌଦ୍ଧ ରାଜ ପରିବାରର ଅନ୍ୟତମ ସଦସ୍ୟ ରାଏ ସ୍ୱସ୍ତିକ କୁମାର ଦେଓଙ୍କର ଆଜି ପରଲୋକ ହୋଇଯାଇଛି । ଆଜି ସଂଧ୍ୟାରେ ରାଞ୍ଚିଠାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଦେଓ ବୌଦ୍ଧର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଥିଲେ ।
Read More...

ସହିଦଙ୍କ ସ୍ମୃତିରେ ଟିମ ହ୍ୟୁମାନିଟି ପକ୍ଷରୁ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଫୁଲବାଣୀ :ଫୁଲବାଣୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ ହୁମାନିଟି ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ପୁଲୱାମା ଆକ୍ରମଣର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଗତବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଟିମ
Read More...

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ,ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ

ଫୁଲବାଣୀ/ବାଲିଗୁଡ଼ା : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନର ପ୍ରଥମ ପ୍ରଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖରୁ ଅନୁଷ୍ଠିତ ହେବ । ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୬ତାରିଖରେ
Read More...

ଅଫଲାଇନ୍‌ ପରୀକ୍ଷା ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୧୪/୨: ଅଫଲାଇନ ପରୀକ୍ଷାକୁ ଜୋରଦାର ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏହାକୁ ରଦ୍ଦ କରିବା ଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ଅନ୍ୟ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାରା ଅଫଲାଇନ ପରୀକ୍ଷାର ପ୍ରତିବାଦ କରି ସେମାନେ
Read More...

ବିପଦକୁ ଖାତିର ନକରି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ବୋହିନେଲେ ପେଟ୍ରୋଲ

ବାଲୁଗାଁ,୧୪/୨ : ରାସ୍ତାରେ ପରିବା,ଅଣ୍ଡା,ମାଛ,ବିସ୍କୁଟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବୋଝେଇ ଗାଡ଼ି ଓଲଟି ପଡ଼ିଲେ,ତାହା ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ଭଳି ହୋଇଥାଏ । କାରଣ ରାସ୍ତାରେ କୁଢେଇ ହୋଇ ପଡ଼ିଥିବା ଜିନିଷକୁ ସେମାନେ ଖୁସିରେ ବୋହି ନେଇଥାନ୍ତି । ଏଭଳି ଦୃଶ୍ୟ ପ୍ରାୟ
Read More...

ପୁଣି ବାଲ୍ୟ ବିବାହକୁ ବନ୍ଦ୍‌ କଲା ପ୍ରଶାସନ

ବୌଦ୍ଧ,୧୪/୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ୍‌ କରାଯାଇଅଛି । ପ୍ରାପ୍ତ ଖବର ଅନୁଯାୟୀ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷର ଦୁଇ ନାବାଳିକା କନ୍ୟାର ବିବାହ ନିମନ୍ତେ
Read More...

ଦମ୍ପତିଙ୍କ ନିଆରା ଢଙ୍ଗରେ ପଥମ ବିବାହ ବାର୍ଷିକୀ ପାଳନ

ଘୁ.ଉଦୟଗିରି,୧୪/୨- ଘୁ.ଉଦୟଗିରିର ସାମାଜିକ କର୍ମୀ ଜଗନ୍ନାଥ ରଥ ଏବଂ ପତ୍ନୀ ଅର୍ଚ୍ଚନା ନାୟକ ରଥ ନିଜ ବିବାହ ବାର୍ଷିକ ଦିବସକୁ ନିଆରା ଢଙ୍ଗରେ ପାଳନ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି । ରାଇକିଆ ସ୍ଥିତ ସେଣ୍ଟ କ୍ୟାଥେରିନ ଅନାଥ ଆଶ୍ରମରେ ପ୍ରାୟ ୨୦ ଜଣ ଅନାଥ ଶିଶୁଙ୍କୁ ସେରେଲାକ୍‌,
Read More...

ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଭକ୍ତ

ପୁରୀ,୧୪/୨ : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନେଇ ରହିଥିବା କଟକଣାକୁ ପ୍ରଶାସନ ଆଉ ଟିକେ କୋହଳ କରିଛି । ଏହି କୋହଳ ବ୍ୟବସ୍ଥା ଫଳରେ ଭକ୍ତମାନେ ଏଣିକି ବିନା ଟିକା ପ୍ରମାଣପତ୍ରରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କ ଦର୍ଶ କରିପାରିବେ । ପ୍ରଶାସନର ଏହି ନିଷ୍ପତ୍ତିକୁ ଭକ୍ତ ମହଲ
Read More...

ତେଲେଙ୍ଗାନାରେ ହେବ ଏସିଆର ସର୍ବବୃହତ ଆଦିବାସୀ ମେଳା

ହାଇଦ୍ରାବାଦ: ଆସନ୍ତା ୧୬ ତାରିଖରୁ ତେଲେଙ୍ଗାନାରେ ଆରମ୍ଭ ହେବ ଏସିଆର ସର୍ବବୃହତ ଆଦିବାସୀ ମେଳା । ଏହାର ନାଁ ରଖାଯାଇଛି ସମ୍ମାକ୍କା ସରକ୍କା ଯାତ୍ରା । ଚାରି ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଯୋଗଦେବେ ପ୍ରାୟ ୧କୋଟି ୨୫ଲକ୍ଷ ଲୋକ । ଆନ୍ଧ୍ର,ମହାରାଷ୍ଟ୍ର, କର୍ଣ୍ଣାଟକା, ଛତିଶଗଡ,
Read More...