ଆଇଏଏସ୍‌ ପଦବୀକୁ ଉନ୍ନୀତ ହେଲେ ୩ ଓଏଫଏସ୍‌ ଅଫିସର

ଭୁବନେଶ୍ୱର : ଓଡିଶା ଅର୍ଥ ସେବା (ଓଏଫଏସ)ର ୩ଜଣ ବରିଷ୍ଠ ଅଧିକାରୀ ଆଜି ଆଇଏଏସ୍‌ ପଦବୀକୁ ଉନ୍ନୀତ ହୋଇଛନ୍ତି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଧିବଦ୍ଧଭାବେ ବିଜ୍ଞପ୍ତି ଜାରି ହୋଇଛି । ଏହି ୩ଜଣ ଅଫିସରଙ୍କୁ ୨୦୨୦ ସିଲେକ୍ଟ ତାଲିକାରେ ସାମିଲ କରାଯାଇଛି । ପରବର୍ତ୍ତୀ
Read More...

୨୪ରୁ ତିନିଦିନ ବର୍ଷା

ଭୁବନେଶ୍ୱର: ପଶ୍ଚିମା-ଝଡ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୨୫ ତାରିଖରୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏଥିସହ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ମାରିପାରେ । ୨୫ ତାରିଖରେ ପୁଣି ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ ।
Read More...

ସାବଧାନ! ଏଣିକି ଦ୍ରୁତ ଗାଡ଼ିଚାଳନା ପାଇଁ ଗଣିବାକୁ ହେବ ୭ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏଣିକି ଚାଳକମାନଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ । ଚାଳକମାନେ ଯଦି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ସେମାନଙ୍କୁ ୭ ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡ଼ିବ । ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ
Read More...

ପୁରୁଷଙ୍କ ସହ ବରାବର ହେଲେ ମହିଳା ଫୁଟବଲ ଖେଳାଳି,ପାଇବେ ସମାନ ଦରମା

ନୂଆଦିଲ୍ଲୀ : ଆମେରିକାର ମହିଳା ଫୁଟବଲ ଖେଳାଳିମାନେ ବର୍ତ୍ତମାନ ପୁରୁଷ ଖେଳାଳିଙ୍କ ସହିତ ସମାନ ଦରମା ପାଇବେ । ୬ ବର୍ଷ ପରେ ଆମେରିକୀୟ ଫୁଟବଲ ଆସୋସିଏସନ ଏବଂ ମହିଳା ଖେଳାଳିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଚୁକ୍ତିନାମା ଅନୁଯାୟୀ, ନ୍ୟାସନାଲ ଫେଡେରେସନ୍‌ ମଧ୍ୟ ଦେୟ ପ୍ରଦାନ ପାଇଁ ୧.୭୯
Read More...

ମତଦାନ କେନ୍ଦ୍ରରେ ଅନିୟମିତତା ଅଭିଯୋଗ, ମାଲିକାପୋଡି ସରପଞ୍ଚ ପଦବୀ ପାଇଁ ପୁନର୍ବାର ହେବ ମତଦାନ

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ସ୍ଥାନୀୟ ବ୍ଳକରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ମାଲିକାପୋଡି ପଞ୍ଚାୟତର ୨ନଂ ଭୋଟଦାନ କେନ୍ଦ୍ର ବତିଙ୍ଗିଆ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସକାଳୁ ଏହି ବୁଥରେ ସୁରୁଖୁରୁରେ ଭୋଟଦାନ ଚାଲିଥିବା ବେଳେ
Read More...

ଭୋଟର ତାଲିକାରୁ ୧୦୦ଜଣଙ୍କ ନାମ ବାଦ ; ପଡିସାହି ଭୋଟ କେନ୍ଦ୍ରରେ ଉତ୍ତେଜନା, ହୋଇପାରିଲାନି ମତଦାନ

ଟିକାବାଲି:ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ୱାର୍ଡ ନଂ ୨ ପଡିସାହି ଭୋଟ କେନ୍ଦ୍ରରେ ଆଜି ଲୋକଙ୍କ ପ୍ରତିବାଦ ଯୋଗୁଁ ଭୋଟ ଗ୍ରହଣ ହୋଇପାରିନଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁସାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଟିକାବାଲି
Read More...

ବହୁ ଦେଶରେ ରୋଷେଇ ଘରୁ ଉଭାନ ହୋଇଯିବ ରୁଟି! ଜାଣନ୍ତୁ, ଏହାର କାରଣ

ନୂଆଦିଲ୍ଲୀ : ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ବିଶ୍ୱର ବହୁ ଦେଶକୁ ଭୟଙ୍କର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ । ପ୍ରଭାବ ଏତେ ଶକ୍ତିଶାଳୀ ଓ ବ୍ୟାପକ ହେବ ଯେ ତାହାର ଭରଣା କରିବା ଏବଂ ପୁଣି ସ୍ୱାଭାବିକ ସ୍ଥିତିକୁ ଆସିବା ଲାଗି କେତେ ବର୍ଷ ଲାଗିବ,ତାହା କହିହେବ ନାହିଁ । ଯଦି
Read More...

ଚତୁର୍ଥ ପର୍ଯ୍ୟାୟରେ ଘୁ.ଉଦୟଗିରି ବ୍ଲକରେ ୬୬.୮୮% ମତଦାନ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

ଘୁ ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ସ୍ଥାନୀୟ ବ୍ଲକରେ ମୋଟ ୧୧୨ଗୋଟି ବୁଥରେ ଅନୁଷ୍ଠିତ ହୋଇଯାଇଛି । କୁହୁଡି ଏବଂ ଶୀତ ସତ୍ତେ୍ୱ ସକାଳୁ ସକାଳୁ ମତଦାତାମାନେ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ନିଜ ନିଜ ମତଦାନ କରିଥିବା ଦେଖିବାକୁ ମିଳିଛି । ବିଶେଷ
Read More...

ବୌଦ୍ଧ-କିଆକଟା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ୨ଜଣ ଗୁରୁତର

ବୌଦ୍ଧ: ଆଜି ସଂଧ୍ୟା ସମୟରେ ବୌଦ୍ଧ-କିଆକଟା ମହାନଦୀ ବ୍ରିଜରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପରସ୍ପରର ବିପରୀତ ଦିଗରୁ ଆସୁଥିବା କାର, ସ୍କୁଟି ଏବଂ ବାଇକ ମୁହାଁମୁହିଁ ପ୍ରଚଣ୍ଡ ଧକ୍କା ହୋଇଥିଲା । ଧକ୍କାର ତୀବ୍ରତା ଏତେ ପ୍ରଚଣ୍ଡ ଓ ଶକ୍ତିଶାଳୀ ଥିଲା ଯେ, କାରଟି ଘୋଷାଡି ହୋଇ
Read More...

ବେଲାଦୁଲାରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ

କିଆକଟା : ଆଠମଲ୍ଲିକ ବ୍ଲକ ବେଲାଦୁଲା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ଆୟଜନରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ରୂପେ ଖେଳ ଶିକ୍ଷକ ଗଜେନ୍ଦ୍ର ଭୋକ୍ତା ଉପସ୍ଥିତ ରହି ଯୁବ ଗୋଷ୍ଠୀଙ୍କୁ ଫିଟ୍‌ ରହିବାର
Read More...