ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଲିଟେକନିକ କଲେଜରେ ନୂତନ କମିଟି ଗଠନ
ସୁବର୍ଣ୍ଣପୁର,୫/୨ - ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଈଁ ସୁବର୍ଣ୍ଣପୁର ସରକାରୀ ପଲିଟେକନିକ କଲେଜରେ ଏକ ନୂତନ କମିଟି ଗଠିତ ହୋଇଛି । ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ କରି ଏହି କଲେଜର ଶୈକ୍ଷିକ ଭୌତିକ,ଭିତ୍ତିଭୂମି ଓ ସର୍ବାଙ୍ଗୀନ ବିକାଶ!-->…
Read More...
Read More...