ଘାଟିରେ ଓଲଟି ଜଳିଗଲା ଟ୍ରକ
କଳାବାଡିଆ: ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଦ୍ୱାରଶୁଣୀ ଘାଟିରେ ଏକ ପ୍ଲାଷ୍ଟିକ ଦାନା ବୋଝେଇ ଟ୍ରକ୍ ଘାଟି ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ୍ ଫେଲ ହେବାରୁ ଟ୍ରକଟି ଓଲଟି ପଡିବା ସହ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଓ!-->…
Read More...
Read More...