ଜାତୀୟ କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ;- କନ୍ଧମାଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅନାମ ନାୟକ ଙ୍କର ନେତୃତ୍ୱରେ ୧୩୭ ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ ହୋଇଥିଲା । ଫୁଲବାଣୀ ସଦର ମହକୁମା ସ୍ଥିତ ମାଦିକୁନ୍ଦା ଛକ ନିକଟରେ ଥିବା ମହିଳା ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା
Read More...

ଓଡିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଆଜି ପୁଣି ଓଡିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।  ଚିହ୍ନଟ ହୋଇଥିବା ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲାର ଓ ସେ କିଛି ଦିନ ତଳେ ୟୁଏଇରୁ ଫେରିଥଲେ । ଫେରିବା ପରେ ସେ କରୋନା ପଜିଟିଭ୍
Read More...

ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିର ଭାରତ

ସେଞ୍ଚୁରିୟନ : ସେଞ୍ଚରିୟନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରିରହିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମଜବୁତ ସ୍ଥିତିର ଭାରତ । ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନରେ ଆଦୌ ଖେଳ ସମ୍ଭବପର ହୋଇନଥିଲା । ପ୍ରଥମ ଦିନ ଭାରତ ୨୭୧ରନକରି ୩ ଓ୍ବିକେଟ ହରାଇଥିଲା । ବରେ ତୃତୀୟ ଦିନ ଦଳ
Read More...

ବାଇକ ଦୁର୍ଘଟଣାରେ ୨ଗୁରୁତର

ଫୁଲବାଣୀ,୨୮/୧୨- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମୁଖ୍ୟରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ ସାମ୍ନାରେ ଫାଷ୍ଟଫୁଡ଼ ଦୋକାନ ଆଗରେ ଏକ ବାଇକ ଚାଳକ କ୍ଷିପ୍ରବେଗରେ ଆସି ରାସ୍ତାରେ ଯାଉଥିବା ଏକବ୍ୟକ୍ତିକୁ ଧକ୍କାଦେବା ଫଳରେ ବ୍ୟକ୍ତି ଜଣଙ୍କ ଛିଟିକି ପଡିବାରୁ ଉଭୟ ବାଇକ ଚାଳକ ଓ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ:ଜଣେ ଗୁରୁତର

ବାଲିଗୁଡ଼ା,୨୮/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମଣଖୋଲ ରତାପଡ଼ାରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରତାପଡ଼ାର ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ରତାପଡ଼ାର ଭୁବନ ନାୟକ ନାମକ ଜଣେ
Read More...

ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ,୨୮/୧୨- ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ବୌଦ୍ଧର ମିଳିତ ସହଯୋଗରେ ବୌଦ୍ଧ ଜିଲାରେ
Read More...

ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ

ବୌଦ୍ଧ,୨୮/୧୨- ବୌଦ୍ଧଜିଲ୍ଲାକୁ ପଞ୍ଚାୟତିରାଜ ପରିଚାଳନାର ତାଲିମପାଇଁ ଆସିଥିବା ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପଞ୍ଚାୟତିରାଜ ବିଭାଗର ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ
Read More...

କଂଗ୍ରେସର ପ୍ରତିଷ୍ଠା ଦିବସରେ ଅସହାୟଙ୍କୁ କମ୍ବଳ ବଣ୍ଟନ

ବୌଦ୍ଧ,୨୮/୧୨- ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସରେ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ପରାମର୍ଶକ୍ରମେ ଜିଲ୍ଲାର ୨ଶହ ଅସହାୟ, ଅକର୍ମଣ୍ୟ ଏବଂ ବୃଦ୍ଧ/ବୃଦ୍ଧା ମାନଙ୍କୁ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ଚି଼ହ୍ନଟ କରାଯାଇ ଚନ୍ଦନ ନଗର, ବଡ଼ ବାଗବର,
Read More...

ସ୍ବଚ୍ଛ ସର୍ବେକ୍ଷଣ ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଘୋଷଣା

ପୁରୀ- ପୁରୀ ସହରକୁ ସ୍ବଚ୍ଛ ରଖିବା ସହ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ଧାମକୁ ଏକ ନମ୍ବର କରିବା ନିମନ୍ତେ ପ୍ରଶାସନ ଅଣ୍ଟା ଭିଡିଛି । ସହରର ସବୁ ବର୍ଗ ମଧ୍ୟରେ ସଚେତନ ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ରାଣ୍ତ ଆମ୍ବାସାଡର ଓ ପୃଷ୍ଠପୋଷକଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ
Read More...

ମୋ ସରକାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ
Read More...