ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଟିକାକୁ ନେଇ ହେଉଥିବା ଅପପ୍ରଚାର ରୋକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ତଥା ଓମିକ୍ରନ ସଂକ୍ରମଣ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତିି । ଟିକାକୁ ନେଇ ଦେଶରେ ହେଉଥିବା ଅପପ୍ରଚାର ନେଇ ସେ ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଅପପ୍ରଚାରକୁ ରୋକିବା ପାଇଁ
Read More...

ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବଟାବାହାଳି ଖେଳ ପଡିଆ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବରାଳି ଯୁବ ପରିଷଦ ବଟାବାହାଳିର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି । ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ
Read More...

ପରଲୋକରେ କ୍ରିକେଟର ଅଶୋକ ମହାପାତ୍ର

ଫୁଲବାଣୀ: ଅଶୋକ ମହାପାତ୍ର କିଛିଦିନ ଶାରୀରିକ ଅସୁସ୍ଥତା ଅନୁଭବ କରି ଫୁଲବାଣୀ ଡାକ୍ତରଖାନାର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅଧିକ ଖରାପ
Read More...

ବିକାନିର୍‌ ଏକ୍ସପ୍ରେସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ଘୋଷଣା

ନୂଆଦିଲ୍ଲୀ :ଗୈହାଟି- ବିକାନିର୍‌ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ପ୍ରଦାନ କରାଯିବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଗୁରତର ବ୍ୟକ୍ତଙ୍କୁ ୧
Read More...

ଭାରତ ଦ୍ୱିତୀୟ ଇନିଂସରେ ୧୯୮ରେ ଅଲଆଉଟ୍‌, ଦ.ଆଫ୍ରିକାକୁ ୨୧୨ ଟାର୍ଗେଟ୍‌

କେପଟାଉନ : କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୨୧୨ ରନ୍‌ ଲକ୍ଷ୍ୟ
Read More...

ଅଧାପନ୍ତରିଆ କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ପତ୍ର

ଗଂଜାମ: ଗଂଜାମ ସହରର ନିର୍ମାଣଧିନ ଅଧାପନ୍ତରିଆ କଲ୍ୟାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଓ ଚନ୍ଦନ ବନ୍ଧର ପାଣି ନିଷ୍କାସନ ଡ୍ରେନେଜ ପୁନରୁଦ୍ଧାର କରିବା ନେଇ ଆଜି ଗଂଜାମ ସହର ଅଞ୍ଚଳବାସୀ ଗଂଜାମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଗଂଜାମ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଭେଟି ଲିଖିତ ଭାବେ
Read More...

ନବରଙ୍ଗପୁର ଜିଲ୍ଳାର ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ରହିବ ବନ୍ଦ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ କମଲ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ହୋଇ
Read More...

ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ : ୩ ମୃତ,ସଂଖ୍ୟାଧିକ ଆହତ

ଜଲପାଇଗୁଡ଼ି : ପଶ୍ଚିମ ବଙ୍ଗରେ ଏକ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଟନାରୁ ଗୌହାଟି ଯାଉଥିବା ଏହି ଟ୍ରେନ ଜଲପାଇଗୁଡ଼ିରେ ଲାଇନଚ୍ୟୁତ ହୋଇଛି । ୫/୬ ବଗି ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ
Read More...

୬ ଡାକ୍ତର ପଜିଟିଭ, ଆଇସୋଲେସନରେ ୩ ; ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ଆଉଟଡୋର ଏବେ ସଂପୂର୍ଣ୍ଣ ବନ୍ଦ

ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩ ଜଣ ଡାକ୍ତର ଆଇସୋଲେସନରେ ଆଉ ୬ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଯାହା ଫଳରେ କି ଡାକ୍ତରଖାନାର ଅଉଟଡୋର ଆଜି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବାରୁ ରୋଗୀ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି
Read More...

ରାଜସ୍ତାନରେ ନିର୍ଭୟାର ପୁନରାବୃତ୍ତି: ମୃତ୍ୟୁ ସହ ସଂଘର୍ଷ କରୁଛି ବଧିର ନାବାଳିକା

ଅଲୱାର : ଆଜିକୁ ନଅ ବର୍ଷ ତଳେ ୨୦୧୨ରେ ରାଜଧାନୀ ନୂଆଦିଳ୍ଲୀରେ ହୋଇଥିଲା ହୃଦୟବିଦାରକ,ଲୋମଟାଙ୍କୁରା ତଥା ପୈଶାଚିକ ନିର୍ଭୟା ଗଣବଳାକ୍ରାର ଘଟଣା,ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିବା ସହ ସମସ୍ତଙ୍କ ହୃଦୟକୁ ଥରାଇଦେଇଥିଲା । ଗଣବଳାକ୍ରାରରେ ଆଖିବୁଜି ଦେଇଥିଲା ସେହି ଝିଅଟି । ଏହି ଘଟଣାକୁ
Read More...