ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଓ ବିଭିନ୍ନ…

ପୁରୀ,୭/୧୦- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ପଶ୍ଚିମବଙ୍ଗ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର

ଗଜପତି,୭/୧୦- ଗଜପତି ଜିଲ୍ଲାର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରର ୨୩ତମ ଶିଶୁକୁ ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ପୋଷ୍ୟ ସନ୍ତାନ ଭାବେ ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକଡାଉନ ଓ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ
Read More...

ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ

ନବରଙ୍ଗପୁର : ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ୱଷା ଅଭିଯାନ । କମ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି
Read More...

ବନ୍ୟପ୍ରାଣୀ ସପ୍ତାହ ଅବସରରେ ବାଲିଗୁଡ଼ା ବନଖଣ୍ଡରେ “ମୋ ଜଙ୍ଗଲ କଥା’ କାର୍ଯ୍ୟକ୍ରମ

ବାଲିଗୁଡ଼ା,୭/୧୦:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ବାଲିଗୁଡା ଉପଖଣ୍ଡର ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋ ଜଙ୍ଗଲ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କାର୍ଯ୍ୟାଳୟ
Read More...

ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ନବରାତ୍ର ଦୁର୍ଗା ପୂଜା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ସଦର ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱାର୍ଥ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ନବରାତ୍ର ଦୁର୍ଗା ପୂଜା ଓ ରାମାୟଣ ପାରାୟଣ ଆରମ୍ଭ ହୋଇଯାଇଛି । ପୂର୍ବାହ୍ନ ୧୧ ଟାରେ ଗାଁ ପୋଖରୀରେ ଗଙ୍ଗା ମାତାଙ୍କୁ
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାଙ୍କ ଉପରେ ଗ୍ରାମର କେତେକ ଜଣ ଅଭିଯୁକ୍ତ ଆକ୍ରୋଶମୂଳକ ମନଭାବ ନେଇ ଗାଁ ଦାଣ୍ଡରେ ବାଡ଼ି ଠେଙ୍ଗାରେ ଆକ୍ରମଣ କରିଥିଲେ । ଏନେଇ ଖପ୍ରାଖୋଲ କେଶ୍‌ ନଂ ୧୪୯/୨୧ , ଦଫା
Read More...

ଦାରିଙ୍ଗବାଡିରେ ଆରକେଡି କଂଷ୍ଟ୍ରକସନ ମାଲିକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ

ଦାରିଙ୍ଗବାଡି:ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଆର.କେ.ଡି କଂଷ୍ଟ୍ରକସନ କ୍ୟାମ୍ପ ପରିସରରେ ଆର.କେ.ଡି କଂଷ୍ଟ୍ରକସନର ମାଲିକ ତଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ସ୍ଥିତ ହୋଟେଲ କ୍ରାଉନର ମାଲିକ ରୋହିତ କୁମାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।
Read More...

କରୋନା ବଢାଇଛି ଧନୀଙ୍କ ଧନ, ଜାଣନ୍ତୁ କାହାର କେତେ ବଢିଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଚାକିରି ଓ ରୋଜଗାର ହରାଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ଓ କିଛି ଜଣ ଧନୀ ବ୍ୟକ୍ତିଙ୍କ ଜମା କ୍ଷତି ହୋଇନାହିଁ । ଏହି ସମୟରେ ତାଙ୍କ ସମ୍ପତ୍ତି ଖୁବ ଭଳ ଭାବରେ ବୃଦ୍ଧି ହୋଇଛି ।
Read More...

ଟି-୨୦ ବିଶ୍ୱକପ : ଏହି ସବୁ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତୀୟ ଦଳର ବୋଲର ଆଇପିଏଲ-୨୦୨୧ର ଦ୍ୱିତୀୟ ସିଜିନରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଆଇପିଏଲ ବର୍ତ୍ତମାନ ୟୁଏଇରେ ଖେଳାଯାଉଛି ଏବଂ ଏହା ପରେ ଟି-୨୦ ବିଶ୍ୱ କପ୍‌ ସେହି ମଇଦାନରେ ଖେଳାଯିବ । ଭାରତୀୟ ବିଶ୍ୱ କପ୍‌ ଦଳରେ ·ରି ସ୍ପିନର ଓ ତିନି ଦ୍ରୁତ
Read More...

ଓଡ଼ିଶାରେ ଏନ୍‌ସିବି ଟିମ୍

ଭୁବନେଶ୍ବର : ଓଡ଼ିଶାରେ ଏନ୍‌ସିବିର ୩ ଜଣିଆ ଟିମ୍‌ । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ତଦନ୍ତ ପାଇଁ ଆସିଛନ୍ତି ଏହି ୩ ଜଣିଆ ଟିମ୍‌। ଭୁବନେଶ୍ବରରେ ଏନ୍‌ସିବିର ଏହି ଟିମ୍‌ ଅଛନ୍ତି । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ ଜଣ ଯୁବକ ଗିରଫ ହୋଇଛନ୍ତି । ଏନ୍‌ସିବି ହାତରେ
Read More...