ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ
ଭୁବନେଶ୍ୱର : ରାଜ୍ୟରେ ଭୂଦାନ ଆନ୍ଦୋଳନରେ ଉତ୍ସର୍ଗୀକୃତ କାର୍ଯ୍ୟକରି ବେଶ୍ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ଆମ ଗହଣରେ ନାହାନ୍ତି । ଗତକାଲି(ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।!-->…
Read More...
Read More...