କୋର୍ଟ ଲଢେଇରେ ହାରିଗଲେ ଜୋକୋଭିକ
ସିଡନୀ : ଅଷ୍ଟ୍ରେଲିଆ ଛାଡ଼ିବା ଉପରେ ରୋକ ଲଗାଇବା ଲାଗି ଚଳାଇଥିବା କୋର୍ଟ ଲଢେଇରେ ହାରିଯାଇଛନ୍ତି ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ । ଦୀର୍ଘ ୧୧ ଦିନ ଧରି ଏହି ଲଢେଇ ଚାଲିଥିଲା । ଫଳରେ ତାଙ୍କର ରେକର୍ଡ ୨୧ ତମ ଗ୍ରାଣ୍ଡସ୍ଲାମର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଏବେ ତାଙ୍କୁ!-->…
Read More...
Read More...