ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ : ଟଙ୍କା ସହ ୩ ବାଇକ ଜବତ, ୩ ଗିରଫ
ଘୁ ଉଦୟଗିରି : ଆକ୍ସନ ମୋଡରେ ଘୁ ଉଦୟଗିରି ପୋଲିସ । ଗତ ୩ ଦିନ ହେବ ସ୍ଥାନୀୟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦଭାଟି ଭାଙ୍ଗିବା ସହ ପୋଚ ନଷ୍ଟ କରିବା ଓ ଗିରଫ କରିବା ଜାରି ରହିଥିବା ବେଳେ ଆଜି ସ୍ଥାନୀୟ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ମହିଳା ଏସଆଇ ସ୍ୱାଗତିକା!-->…
Read More...
Read More...