Sign in
Sign in
Recover your password.
A password will be e-mailed to you.
Author
Hiranchal Live 17593 posts 0 comments
ଅଲଗା ହେଲେ ଧନୁଷ-ଐଶ୍ୱର୍ଯ୍ୟା, ସୋସିଆଲ ମିଡିଆରେ ସୂଚନା ଦେଲେ
ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଆଉ ଏକ ପାୱାର୍ ଫୁଲ୍ ଲୋକପ୍ରିୟ ଦମ୍ପତ୍ତି ସେମାନଙ୍କ ବିବାହ ବିଚ୍ଛେଦକୁ ଘୋଷଣା କରିଛନ୍ତି । ନିକଟରେ ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଶୁଣିବା ପରେ ଏବେ ପୁଣି ଥରେ ଆଉ ଏକ ଷ୍ଟାରଙ୍କ ବିଷୟରେ ଶୁଣିବାକୁ ମିଳିଛି । ତାହା ପୁଣି!-->…
Read More...
Read More...
ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ
ଭୁବନେଶ୍ୱର ୧୮।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ଭୂକମ୍ପରେ ୧୨ରୁ ଅଧିକ ମୃତ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆଜି ହୋଇଛି ଏକ ବଡ଼ ଧରଣର ଭୂମିକମ୍ପ । ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ହୋଇଥିବା ଭୂମିକମ୍ପରେ ଅତି କମରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଆହୁରି ଅନେକ ଲୋକେ ଆହତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬!-->…
Read More...
Read More...
ମିଠା କିଲୋ ୧୬ ହଜାର : ଗୋଟିଏ ପିସ୍ର ମୂଲ୍ୟ ୮୦୦ ଟଙ୍କା
ନୂଆଦିଲ୍ଲୀ : ମଣିଷର ଅନ୍ୟ ଏକ ଲୋଭନୀୟ ଖାଦ୍ୟ ହେଉଛି ମିଠା । ଜଣେ ଜଣେ ଲୋକଙ୍କର ମିଠା ପ୍ରତି ଏତେ ଦୁର୍ବଳତା ଥାଏ ଯେ ସେମାନେ ଭାତରୁଟି ଖାଇବା ବି ଭୁଲି ଯାଆନ୍ତି । ବଜାରରେ ବିଭିନ୍ନ ପ୍ରକାରର ମିଠା ବିକ୍ରି ହେଉଛି । ମିଠା ଅନୁସାରେ ତାହାର ଦର ନିର୍ଦ୍ଧାରିତ ହୋଇଥାଏ । କାହାର ଦାମ କିଲୋ!-->…
Read More...
Read More...
ଶୁଭ୍ରାଂଶୁ ସେନାପତି ହେଲେ କେନ୍ଦୁଝର ପୌର ପରିଷଦ ପାଇଁ ବ୍ରାଣ୍ଡ ଆମ୍ବାସାଡର
କେନ୍ଦୁଝର: ଏକ ନିରାଡମ୍ବର ପରିବେଶ ମଧ୍ୟରେ କେନ୍ଦୁ ଝର ପୌର ପରିଷଦ ୨୦ ୨୨ ସ୍ୱଚ୍ଛ ମିଶନକୁ ଅଧିକ କ୍ରିୟାଶୀଳ କରିବାକୁ ଓଡ଼ିଶା କ୍ରିକେଟ ଟିମ୍ର ଅଧିନାୟକ ତଥା କେନ୍ଦୁଝର ସହର କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି କରିଛନ୍ତି । ଏହି ଖବର ଜାଣିବା ପରେ!-->…
Read More...
Read More...
ବଡଦେଓଙ୍କ ପୌଷଯାତ୍ରା ମହାସମାରୋହରେ ପାଳିତ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକ ଡଙ୍ଗା ଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡଁ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ପୌଷଯାତ୍ରାର ପ୍ରାରମ୍ଭରେ ସମାଜର ଇଷ୍ଟ ଦେବତା ବୁଢାଦେଓ, ଛତରବାଉତି,!-->…
Read More...
Read More...
ମାହେଶ୍ୱରୀ ଗୋଶାଳାରେ ପୌଷ ପୂର୍ଣ୍ଣମୀ ଅବସରରେ ଗୋପୂଜନ କାର୍ଯ୍ୟକ୍ରମ
ବୌଦ୍ଧ,୧୭/୧- ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଇଷ୍ଟଦେବୀ ମାହେଶ୍ୱରୀ, ବିଶ୍ୱଗୁରୁ କଇଁଫୁଲ ବାବା ଓ ଗୋମାତା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପୂଜଜ ଭାବେ ବାବା ଖଗେଶ୍ୱର ବାନପ୍ରସ୍ତି ଓ!-->…
Read More...
Read More...
ପ୍ରଥମ ଦିନରେ ୭ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର
ଘୁ ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ଘୁ.ଉଦୟଗିରି ବ୍ଲକର ୮ଗୋଟି ପଞ୍ଚାୟତରୁ କେବଳ ୪ଗୋଟି ପଞ୍ଚାୟତରେ ମାତ୍ର ୭ଜଣ ୱାର୍ଡ ମେମ୍ବର ପାଇଁ ନିଜ ନିଜ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ବିଡିଓ ଆଶିଶ ତ୍ରିପାଠୀଙ୍କ!-->…
Read More...
Read More...
ପ୍ରଥମ ଦିନରେ ୨୧୯ ଜଣ ୱାର୍ଡ଼ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଦାଖଲ କଲେ…
ଦଶପଲ୍ଲା,୧୭/୧ : - ନୟାଗଡ଼ ଜିଲ୍ଲାରେ ଆଜି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ସର୍ବାଧିକ!-->…
Read More...
Read More...