ଆଉ ନାହାନ୍ତି ଆଦର୍ଶ ଶିକ୍ଷକ ସାଥୁଆ ସାର୍
ଦଶପଲ୍ଲା : ଦଶପଲ୍ଲାର ଜଣେ ଆଦର୍ଶ ଶିକ୍ଷକ ଆନନ୍ଦ ଚନ୍ଦ୍ର ସାଥୁଆଙ୍କର ଗତକାଲି ପରଲୋକ ହୋଇଛି । ସେ ୩ ବର୍ଷତଳେ ଶିକ୍ଷକତାରୁ ଅବସର ନେଇ ସାତପାଟଣା ନିଜ ଘରେ ରହୁଥିଲେ । ଗତକାଲି ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ ଜଣେ ଅତ୍ୟନ୍ତ ଛାତ୍ର ବତ୍ସଳ!-->…
Read More...
Read More...