ବଞ୍ଚିବା ପାଇଁ ନିଜର ଅଙ୍ଗପ୍ରତ୍ୟଙ୍ଗ ବିକୁଛନ୍ତି ଏହି ଦେଶର ଲୋକେ
ଜାତିସଂଘ : ତାଲିବାନ ରାଜ୍ରେ ଆଫଗାନିସ୍ତାନର ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଅତି ଦୁର୍ବିସହ ହୋଇଉଠୁଛି । ବଞ୍ଚିବା ମୁସକିଲ ହୋଇପଡ଼ିଲାଣି । ପ୍ରତିଦିନ ଲୋକେ ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ ଦି’ଓଳି ଖାଇବା ସମ୍ଭବ ହୋଇପାରୁନି । ଖାଦ୍ୟ ପାଇଁ ଡହଳବିଳ!-->…
Read More...
Read More...