ଭିମସାରରେ ପିଏସଆର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟିତ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରରେ ବହୁ ପ୍ରତିକ୍ଷିତ ପିଏସଆର ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ ମୁଖ୍ୟ ଅତିଥି ଭାବରେ ଆଜି ସମ୍ବଲପୁର ସାଂସଦ ନୀତେଶ କୁମାର ଗଙ୍ଗଦେବ କରିଛନ୍ତି । ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ବାୟୁମଣ୍ଡଳରୁ ଅକ୍ସିଜେନ ଟଣା ହୋଇ ସିଲିଣ୍ଡରରେ
Read More...

ଭିମସାର ଆଇସିୟୁରେ ଅଚଳ ଭେଣ୍ଟିଲେଟର ଯୋଗୁଁ ଅସୁବିଧାରେ ରୋଗୀ

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାର ଉପରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲା ବ୍ୟତୀତ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡ଼ଖଣ୍ଡର ସୀମାନ୍ତ ଅଧିବାସୀ ଉଚ୍ଚ ଚିକିତ୍ସା ପାଇଁ ନିର୍ଭର କରନ୍ତି, କିନ୍ତୁ ସେହି ଅନୁସାରେ ଏହାର ଉନ୍ନତି ହୋଇପାରୁ ନାହିଁ । ଏପରି ମହତ୍ତ୍ୱପୂର୍ଣ୍ଣ
Read More...

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ପାରାଦୀପ : ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମ ରାଜୁ ଲକ୍ଷ୍ମି ହାରାନାଧ ଆଜି ଯୋଗ ଦେଇଛନ୍ତି । ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ୱାଗତ୍‌ କରାଯାଇଛି । ପ୍ରଥମେ ତାଙ୍କୁ ସିଆଇଏସ୍‌ଏଫ୍‌ଙ୍କ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ୱ
Read More...

ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ,୮/୧୦- କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ କନ୍ଧମାଳ ପକ୍ଷରୁ ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଏକ ସ୍ୱଛ ଓ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥାସହ ନାଗରିକମାନଙ୍କ ନିକଟରେ
Read More...

ନିୟମ ଉଲ୍ଲଙ୍ଘନ ପାଇଁ ଚାନ୍ଦବାଲି ବିଧାୟକଙ୍କ ଗାଡିକୁ ୨ ହଜାର ଟଙ୍କା ଫାଇନ

ପୁରୀ,୭/୧୦- ଶ୍ରୀମନ୍ଦିର ସମୁଖ ରାସ୍ତାରେ ବିଧାୟକଙ୍କ କାର ନିୟମ ଉଲଘଂନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ ଚାଲାଣ କାଟିଛି । ଭଦ୍ରକର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାରକୁ ପୁରୀ ପୋଲିସ ୨ ହଜାର ଟଙ୍କା ଫାଇନ କରିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପୁରୀ
Read More...

ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ପୁରୀ,୭/୧୦- କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ଦୁଇଦିନିଆ ପୁରୀ ଗସ୍ତରେ ଆସି ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବେଳାଭୂମିରେ ଝାଉଁ ରୋପଣ କରିଥିଲେ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା "ମୋ
Read More...

ଶାକମ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ୱରୀ

ସୁବର୍ଣ୍ଣପୁର,୭ ।୧୦– ବିଶିଷ୍ଟ ତନ୍ତ୍ରପୀଠ ସୁବର୍ଣ୍ଣପୁରରେ ବଳିଯାତ୍ରା ଆରମ୍ଭ ହେବାସହ ବିଭିନ୍ନ ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜା ମଧ୍ୟ ଆରମ୍ଭ ହୋଇଛି । ପବିତ୍ର ଆଶ୍ୱିନ ଅମାବାସ୍ୟା ଅବସରରେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ
Read More...

ମାଳିସାହି ଦୁର୍ଗାପୂଜା କମିଟି ତରଫରୁ ନବରାତ୍ର ଆରମ୍ଭ

ବୌଦ୍ଧ,୭/୧୦- ଗତକାଲି ମଧ୍ୟରାତ୍ରୀରେ ମାଳିସାହି ଦୁର୍ଗାପୂଜା କମିଟି ତରଫରୁ ଦୁର୍ଗାମଣ୍ଡପରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ନବରାତ୍ର ନିମନ୍ତେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟାରେ ବିଲ୍ୱବରଣ, ସନ୍ଧ୍ୟାରେ ମହାନଦୀରୁ କଳସରେ ଜଳ ଆଣି ଦେବୀଙ୍କ ପୀଠରେ ସ୍ଥାପନା
Read More...

ବୌଦ୍ଧଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ,୬/୧୦- ଉତ୍ତରପ୍ରଦେଶ ଲଖନପୁର ଠାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ତିନୋଟି କଳା ଆଇନକୁ ବିରୋଧକରି ସତ୍ୟାଗ୍ରହ କରୁଥିବା ସମୟରେ କେନ୍ଦ୍ରରେ ଥିବା ସରକାରର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ସତ୍ୟାଗ୍ରହୀ ଚାଷୀଙ୍କ ଉପରେ ଜିପ ଓ କାର ଚଢାଇ
Read More...

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବାଲିଗୁଡ଼ା,୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗକୁ ମିଳିଛି ବଡ଼ ସଫଳତା । ଛଦ୍ମବେଶରେ ଗ୍ରାହକ ସାଜି ବାଘ ଛାଲ ବେପାରିକୁ ମାଡ଼ିବସିଲା ବନବିଭାଗ । ବାଲିଗୁଡ଼ା ବନଖଣ୍ଡ କ.ନୁଆଗାଁ ବନାଞ୍ଚଳର ସିର୍ତ୍ତିଗୁଡ଼ାରେ ଏସ୍‌ ଟିଏଫ୍‌ ଓ ବନବିଭାଗର ମିଳିତ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘ
Read More...