ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ତରଫରୁ ସମୁହ ତିଳତର୍ପଣ

ବୌଦ୍ଧ,୬/୧୦- ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ତରଫରୁ ଆଜି ସମୁହ ତିଳତର୍ପଣ କରାଯାଇଛି । ଏହି ଅନୁଷ୍ଠାନ ତରଫରୁ ଯେତେସବୁ ଅଜଣା ଅସହାୟ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇଛି ଓ କରୋନା ଜନିତ ଅପମୃତ୍ୟୁ ବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷ ଓ ହାତୀକୁ ବଞ୍ଚାଇବାକୁ
Read More...

ବିିଶ୍ୱ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସଙ୍କୁ ବ୍ରୋଞ୍ଜ ପଦକ : ସୁବର୍ଣ୍ଣପୁର ଜିଲ୍ଲା ସାରା ଖୁସିର ଲହରୀ

ସୁବର୍ଣ୍ଣପୁର,୬/୧୦- ବିଦେଶ ମାଟିରେ କମାଲ ଦେଖାଇଲେ ଓଡିଆ ପୁଅ । ଜି-୧ ଓପନ ଆନ୍ତର୍ଜାତୀୟ ତାଇକୋଣ୍ଡୋ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ସୁବର୍ଣ୍ଣପୁର ମାଟିର ସୁନାପୁଅ ଏହେସାସ ହୋତା । ୟୁରୋପ ଆଲବାନିଆଁର ତାରାନାରେ ଗତ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜି-୧
Read More...

ଦାବୀ ପୂରଣ ନେଇ ଏଫ ସି ଆଇ ଶ୍ରମିକ ସଂଗଠନର ଅନିର୍ଦ୍ଦିଷ୍ଟ କାଳଯାଏଁ କାମ ବନ୍ଦ ଡାକରା

ଫୁଲବାଣୀ, ୬/୧୦- ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଶ୍ରମିକମାନେ ବିଭିନ୍ନ ବ୍ଲକ ଓ ପଂଚାୟତ ଆଦିକୁ ଏଠାରୁ ଯାଉଥିବା ଚାଉଳ ସବୁ ଲୋଡିଙ୍ଗ ଆଉ ଅନ ଲୋଡିଙ୍ଗ କରି ଦୁଇ ପଇସା ରୋଜ଼ଗାର କରିଥାନ୍ତି । ଏଥିରେ
Read More...

ସୋଲାର ପାନୀୟଜଳ ପ୍ରକଳ୍ପ ପାଇଁ ସରପଞ୍ଚଙ୍କୁ ଦାବିପତ୍ର

ଜହ୍ନ ।ପଙ୍କ,୦୬/୧୦ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କସ୍ଥିତ ଗନ୍ଧରାଡ଼ି ମହାବିଦ୍ୟାଳୟରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଆଜି ଆଞ୍ଚଳିକ ସଚେତନ ଯୁବ ସମାଜ ପକ୍ଷରୁ ମହାବିଦ୍ୟାଳୟରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ପାଇଁ ଖୁଂଟବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ
Read More...

ଟ୍ରେନ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ: ମୃତଦେହ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କଲେ ପରିବାର

ଦାରିଙ୍ଗବାଡି,୬/୧୦: ନିଜ ଗାଁରେ କାମ ନମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ ଜଣେ ଯୁବକ । ହେଲେ ସେଠାରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ ଦେହ ଘରକୁ ଆଣିବା ପାଇଁ ପରିବାର ଲୋକ ପାଖରେ ନାହିଁ ଟଙ୍କା । ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିସୁବାଡି ଗ୍ରାମରେ ଦେଖିବାକୁ
Read More...

ଶୁଣିଲାନି ପ୍ରଶାସନ କି ରାଜନେତା, ଗାଁକୁ ରାସ୍ତା କଲେ ଯୁବଗୋଷ୍ଠୀ

ଦଶପଲ୍ଲା,୬ ।୧୦- ଦଶପଲ୍ଲା ବ୍ଳକ୍‌ ନୂଆଗାଁ ପଞ୍ଚାୟତ ଅଫିସ୍‌ ଠାରୁ ଦଦରା ମାତ୍ର ୭ କିଲୋମିଟର ରାସ୍ତା । ବିଶେଷକରି ଗୁଣ୍ଡୁରିବାରୀ ଯିବା ମୁଖ୍ୟରାସ୍ତାରୁ ଦଦରା ଏବଂ କାଣିପୋଖରୀ ମାତ୍ର ୨ କିଲୋମିଟର । ଦୀର୍ଘଦିନ ଧରି ରାସ୍ତାଟିର ମାଟି ଧୋଇଯାଇ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ତା ପ୍ରତି
Read More...

ଘନଘନ ବଦଳି ପରେ ବି ବ୍ୟବସ୍ଥିତ ହୋଇପାରୁନାହିଁ ପୋଲିସ ବିଭାଗ

ଦଶପଲ୍ଲା,୬/୧୦: - ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ … ଏହି ଉକ୍ତିର ଯଥାର୍ଥତା ଏଡାଇବା ପାଇଁ ,ନୟାଗଡ ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ନୟାଗଡ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ଏବଂ ଓଡଗାଁ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ବଦଳି ହୋଇଛି । ଟାଉନଥାନା ଅଧିକାରୀ
Read More...

ସୁବର୍ଣ୍ଣପୁର ଓ ଉଲୁଣ୍ଡା ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

ସୁବର୍ଣ୍ଣପୁର,୬/୧୦- ଆଜି ସକାଳେ ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ଅଂଚଳ ଅନ୍ତର୍ଗତ ହିକୁଡି ଗାଁର ଜଙ୍ଗଲରେ ପାଞ୍ଚ ଛଅ ଗୋଟି ହାତୀ ବୁଲୁଥିବା ଦେଖି ଉଲୁଣ୍ଡା ତଥା ସୋନପୁର ଅଂଚଳର ଲୋକେ ଭୟରେ ଆତଙ୍କିତ ହୋଇ ପଡିଛନ୍ତି । କାରଣ ସୁବର୍ଣ୍ଣପୁର ସଦର ଓ ହାତୀ ରହିଥିବା ସ୍ଥାନର ବ୍ୟବଧାନ
Read More...

କୋଟଗଡ଼ ଅଭୟାରଣ୍ୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ବାଲିଗୁଡ଼ା,୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । କୋଟଗଡ଼ ବନାଞ୍ଚଳ ଅଭୟାରଣ୍ୟ ଭାବେ ବେଶ୍‌ ପରିଚିତ । ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବା ସହ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳେ ।
Read More...

ଧବଳମୁଖୀ ବେଶରେ ମାଁ ସମଲେଈଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ

ସମ୍ବଲପୁର,୬/୧୦- ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଧବଳମୁଖୀ ବେଶ ଦର୍ଶନ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ମଧ୍ୟାହ୍ନରେ ଭୋଗ ଅର୍ପଣ ପାଇଁ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦର୍ଶନରେ ବିରତି ପରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଉଛି । ପ୍ରତିବର୍ଷ ଆଶ୍ୱିନ ମାସ
Read More...