ଆଉ ନାହାନ୍ତି ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ ଆଉ ନାହାଁନ୍ତି । ଆଜି ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସେ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଅଧିକାରୀଙ୍କ ସହ ମୃତ୍ୟୁ ବରଣ କରିଛନ୍ତି । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌
Read More...

ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ୍‌ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଓ ଜିଲ୍ଲା କ୍ରୀଡ଼ାସଂଘର ମିଳିତ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ସର୍ବେଶ୍ୱର ମିଶ୍ର, ଉପ୍‌
Read More...

ବ୍ୟାଙ୍କ ପାଇଁ ଭିଡା ଟଣା,ଦୋଛକିରେ କର୍ତ୍ତୃପକ୍ଷ !

ଦଶପଲ୍ଲା : ବାଣିଗୋଛା ଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖାକୁ ଗତକାଲି ଚଢେୟାପଲ୍ଲୀକୁ ସ୍ଥାନାନ୍ତର ସମୟରେ ବ୍ୟାଙ୍କକର୍ମଚାରୀ ମାନେ ସ୍ଥାନୀୟ ଜନସାଧାରଣଙ୍କର ବିରୋଧର ସମ୍ମୁଖୀନ ହୋଇଥିଲେ । ଚଢେୟାପଲ୍ଲୀଠାରେ ତୁରନ୍ତ ବ୍ୟାଙ୍କ ପୁନଃ ପ୍ରତିଷ୍ଠା କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ, ଆଜି
Read More...

ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ମୃତ, ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ଟେଷ୍ଟ

ଚେନ୍ନାଇ : ତାମିଲନାଡୁରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତଙ୍କ ଶରୀର ଏତେ ଖରାପ ଭାବରେ ଜଳିଯାଇଛି ଯେ ସେମାନଙ୍କର ଶବକୁ ଚିହ୍ନଟ କରିବାକୁ ଡିଏନ୍‌ଏ ଟେଷ୍ଟ ହେବ ବୋଲି କୁହାଯାଉଛି । ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ
Read More...

ଆଇସିସି ଟେଷ୍ଟ ମାନ୍ୟତା ; ଜାଡେଜାଙ୍କୁ ପଛରେ ପକାଇଲେ ଅଶ୍ୱିନ

ଦୁବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନିକଟରେ ଶେଷ ହୋଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଆଇସିସି ବ୍ୟାଟ୍ସମ୍ୟାନ୍‌, ବୋଲର ଏବଂ ଅଲରାଉଣ୍ଡରଙ୍କ ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ମାନ୍ୟତା
Read More...

ମାଆକୁ ପିଟିପିଟି ମାରିଦେଲା ପୁଅ, ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଆକୁ ପିଟିପିଟି ମାରିଦେଲା ପୁଅ, ଜଣେ ପୁଅ ନିଜ ଜନ୍ମ କଲା ମାଆକୁ କିଛି ଟଙ୍କା ପାଇଁ ପିଟିପିଟି ମାରି ଦେଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ବଡ଼ଚଣା ଗ୍ରାମର
Read More...

ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜଦାଣ୍ଡ ସାହି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର
Read More...

ଏସପିଙ୍କ ଦ୍ୱାରା ସମ୍ମାନିତ ହେଲେ ଗୃହରକ୍ଷୀ ରୂପକ ପଲେଇ

ଗଂଜାମ : ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ଗଂଜାମ ଏସପି ବ୍ରିଜେଶ ରାୟଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ରମ୍ଭା ଥାନାର ଗୃହରକ୍ଷୀ ରୂପକ ପଲେଇ । ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆଠାରେ, ଜିଲ୍ଲା ଗୃହ ବାହିନୀ ସଂସ୍ଥା ଆନୁକୂଲ୍ୟରେ ଗୃହ ବାହିନର ୫୯ ତମ ପ୍ରତିଷ୍ଠା
Read More...

ସେନା ହେଲିକପ୍ଟର ଦୁର୍ଘଟଣା ରେ ୪ ଅଧିକାରୀ ସହିଦ, ପରିବାର ସହ ସିଡିଏସ ବିପିନ ରାୱତ ଥିଲେ

ଚେନ୍ନାଇ : ବୁଧବାର ସକାଳେ ତାମିଲନାଡୁର କୁନ୍ନରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣା ଘଟିଛି। ପତ୍ନୀ ମଦୁଲିକା ରାୱତଙ୍କ ସହ ଏହି ଚପରରେ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାୱତ ମଧ୍ୟ ଉପସ୍ଥିତ ଥିଲେ । ହେଲିକପ୍ଟରର ଥିବା ସେନାଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଛି । ଦୁର୍ଘଟଣାର କାରଣ
Read More...

ବିପୁଳ ପରିମାଣର ଦେଶୀମଦ ଜବତ, ଜଣେ ଗିରଫ୍‌

ନୟାଗଡ : ନୟାଗଡ଼ ସଦର ଖେଡପଡା ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ୨୫୦ ପ୍ୟାକେଟ୍‌ ପାଉଜ୍‌ ଦେଶୀ ମଦ ଜବତ କରିବା ସହ ଦେଶି ମଦ ବ୍ୟବସାୟୀକୁ ଗିରଫ୍‌ କରିଛି । ସୂଚନାନୁସାରେ, ନୟାଗଡ
Read More...