ମୁଜାଫରପୁର ନୁଡଲ୍ କାରଖାନାରେ ବଏଲର୍ ବିସ୍ଫୋରଣ: ୬ ମୃତ; ୧୨ ଆହତ
ପାଟନା: ଆଜି ବିହାରର ମୁଜାଫର୍ପୁରସ୍ଥିତ ଏକ ନୁଡଲ୍-ତିଆରି କାରଖାନାରେ ଗୋଟାଏ ବଏଲର୍ ବିସ୍ଫୋରଣ ଘଟିବାରୁ ୬ଜଣଙ୍କର ମୃତ୍ୟୁ ଘଟିବା ସହ ଆଉ ୧୨ଜଣ ଆହତ ହୋଇଥିବା କଥା ଜିଲ୍ଲା ପୁଲିସ ମୁଖ୍ୟ କହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର!-->…
Read More...
Read More...