ସ୍ୱାସ୍ଥ୍ୟ ସଚେତନତା ପାଇଁ ପଥପ୍ରାନ୍ତ ନାଟକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବସଲାଟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନ୍ତର୍ଗତ ଡୁମ୍ୱେରଖୋଲ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ ଏବଂ ସାଥୀ ମାନସିକ
Read More...

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

ପୁରୀ : ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୟମୁକ୍ତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି । ପିପିଲି ଆସନ ପାଇଁ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଭୋଟ ଦେବେ ୨ ଲକ୍ଷ ୨୯
Read More...

ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବୌଦ୍ଧ,୨୮/୯ - ଆଜି ସକାଳ ୯ଘଣ୍ଟା ସମୟରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ସଂଗ୍ରହାଳୟରେ ଶ୍ରୀ ପଟ୍ଟନାୟକ ପହଞ୍ଚିବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଏହାପରେ
Read More...

କଣ୍ଟାବାଞ୍ଜିରେ ‘ଭାରତ ବନ୍ଦ’ର ଆଂଶିକ ପ୍ରଭାବ

କଣ୍ଟାବାଞ୍ଜି : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ପ୍ରତ୍ୟାହାର, ଖାଉଟି ଦରବୃଦ୍ଧି, ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ବିରୋଧରେ ବନ୍ଦ ପାଳନ କରାଯାଇଥିଲା । କୃଷକ ଓ ଶ୍ରମିକ ସଙ୍ଘ ପକ୍ଷରୁ ବନ୍ଦ ଡାକରାରେ କେନ୍ଦ୍ର ସରକାରଙ୍କ ତିନି କଲା କୃଷି ଆଇନବାତିଲ, ରାଷ୍ଟ୍ରୟାତ୍ତ ଉଦ୍ୟୋଗର
Read More...

ଡ୍ୟାଜେଲ ମିସ୍ ଇଣ୍ଡଆ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରଜ୍ଞା

ଭୁବନେଶ୍ୱର: ନୂଆଦିଲ୍ଲୀ ରୋହିଣୀ ସ୍ଥିତ ହୋଟେଲ କ୍ରାଉନ ପ୍ଲାଜାରେ ତିନିଦିନ ଧରି ଚାଲିଥିବା ମିସ ଆଣ୍ଡ ମିସେସ ଇଣ୍ଡିଆ ଇଣ୍ଟରନ୍ୟାସନାଲ -୨୦୨୧ ଶନିବାର ଶେଷ ହୋଇଛି । ଏଥିରେ ମିସ ଇଣ୍ଡିଆ ବର୍ଗରେ ଓଡ଼ିଶାର ଝିଅ ପ୍ରଜ୍ଞା ପର୍ଣ୍ଣିତା ଡ୍ୟାଜଲ ମିସ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି ।
Read More...

ବଜ୍ରପାତରେ ଦମ୍ପତିଙ୍କ ସହ ୩ ମୃତ

ସମ୍ବଲପୁର : ଆଜି ସ୍ଥାନୀୟ ବଡ ଡାକ୍ତରଖାନା ଭିମସାରରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପୋଷ୍ଟ ମାର୍ଟମ ପରେ ସେଗୁଡିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟା ବଜ୍ରପାତରେ ଯୁଯୁମୁରା ଥାନା ଅନ୍ତର୍ଗତ ବଡମାଲ ଗାଁରେ ଏକ ଦମ୍ପକ୍ଷି ସହ ୩ଜଣଙ୍କ ମୃତ୍ୟୁ
Read More...

ସ୍ୱାମୀ ଚିଦାନନ୍ଦଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବୌଦ୍ଧ,୨୮/୯ -ହରିଦ୍ୱାର ଋଷିକେଶ ଦିବ୍ୟ ଜୀବନ ସଂଘର ମହାନ ସନ୍ଥ ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀକୁ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ବୌଦ୍ଧରେ ପାଳନ କରାଯାଇଛି । ଏନେଇ ଷ୍ଟାଡିୟମ ପରିସରରେ ଏକ ସ୍ୱତନ୍ତ୍ର ଯୋଗଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ଆଇପିଏଲରେ ୩ଟି ବଡ ରେକର୍ଡ ହାସଲ କଲେ ସାମସନ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୧ ପର୍ଯ୍ୟାୟ-୨ରେ ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୬୫ ରନ୍‌ ସ୍କୋର କରିବା ପରେ ଆଇପିଏଲରେ ୩୦୦୦ ରନ୍‌ ପୂରଣ କରିଛନ୍ତି । କେବଳ ଏତିକି ନୁହେଁ ରାଜସ୍ଥାନ ରୟାଲ୍ସ ପାଇଁ ୨୫୦୦ ରନ୍‌
Read More...

ଅଧାପନ୍ତରିଆ କାର୍ଯ୍ୟ ଯୋଗୁଁ ନଗର ମଧ୍ୟସ୍ଥ ମୁଖ୍ୟମାର୍ଗରେ ଯୋଗାଯୋଗ ବିଚ୍ଛିନ୍ନ

ସମ୍ବଲପୁର :ସ୍ଥାନୀୟ ମୁଦିପଡା ନିକଟସ୍ଥ ଧୋବିଯୋର ଉପରେ ନିର୍ମାଣାଧୀନ ପୋଲର ମୁଖ୍ୟ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେଲାପରେ ଗତ ତିନିମାସରୁ ଊର୍ଦ୍ଧ୍ୱ ସମୟଧରି ଏହା ଅଧାପନ୍ତରିଆ ହୋଇ ପଡି ରହିଛି । ଏହାଫଳରେ ସମ୍ବଲପୁରର ପୁରାତନ ଅଞ୍ଚଳ ସହିତ ଯୋଗାଯୋଗ ମାର୍ଗ ବିଚ୍ଛିନ୍ନ ହୋଇରହିଛି ।
Read More...

ଅମିତ ଶାହଙ୍କୁ ଭେଟିବେ କ୍ୟାପଟେନ୍‌ ଅମରିନ୍ଦର

ଚଣ୍ଡିଗଡ : କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ସନ୍ଧ୍ୟାରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନ ୩:୩୦ ରେ କ୍ୟାପଟେନ୍‌ ଦିଲ୍ଲୀ ଯିବେ । କୁହାଯାଉଛି ଯେ କ୍ୟାପଟେନ
Read More...